Uncategorized

ମହାଭିଯୋଗ ଉପରେ ଟ୍ରମ୍ପଙ୍କ ଜବାବ

ୱାସିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବର ପ୍ରଥମ ଆନୁଷ୍ଠ।।ନିକ ଜବାବ ରଖିଛନ୍ତି ଟ୍ରମ୍ପଙ୍କ ଆଇନ ପରାମର୍ଶ ଦାଦା । ସେମାନଙ୍କ ଅନୁଯାୟୀ, ଏହି ଅଭିଯୋଗ ଗଣତନ୍ତ୍ରୀ ଉପରେ ଏକ ବିପଦପୂର୍ଣ୍ଣ ଆକ୍ରମଣ । ମହାଭିଯୋଗ ପ୍ରସ୍ତାବରେ ଟ୍ରମ୍ପଙ୍କ ବିରୋଧରେ କୌଣସି ଅପରାଧର ଉଲ୍ଲେଖ ନାହିଁ । ଏହା କେବଳ ଚଳିତ ବର୍ଷ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପଙ୍କୁ ବଦନାମ କରିବାର ଚକ୍ରାନ୍ତ । ଶନିବାର ଦିନ ଏହି ମହାଭିଯୋଗ ପ୍ରସ୍ତାବ ଉପରେ ଆମେରିକୀୟ କଂଗ୍ରେସର ବିରୋଧୀ ଦଳ ଡେମୋକ୍ରାଟିକ ପାର୍ଟି ପକ୍ଷରୁ ହୋଇଥିବା ଅଭିଯୋଗରେ ଟ୍ରମ୍ପଙ୍କ ଜବାବ । ଆସନ୍ତା ସପ୍ତାହରେ ଅଭିଯୋଗର ପ୍ରଥମ ଆନୁଷ୍ଠାନିକ ଶୁଣାଣି ହେବ ।

Related posts

ଲଗାଣ ବର୍ଷାରେ ବେହାଲ ରାଜଧାନୀ; ବୁଡ଼ିଲା OSRTC ବସ୍

mahabharatanews

ଦେଶରେ ଗୋଟିଏ ଦିନରେ କରୋନାଜନିତ ମୃତ୍ୟୁ ୪୬୫

mahabharatanews

ଟ୍ରେନ- ବସ ଧକ୍କା, ୧୯ ଯାତ୍ରୀଙ୍କ ମୃତ୍ୟୁ

mahabharatanews