ଶିକ୍ଷା

ପରୀକ୍ଷାକୁ ନେଇ ୟୁଜିସିର ଗାଇଡଲାଇନ ଜାରି

ନୂଆଦିଲ୍ଲୀ: କରୋନା ମହାମାରୀ ଭୟା ଭୟତାକୁ ଦୃଷ୍ଟିରେ ରଖି ସମଗ୍ର ଦେଶରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ପରୀକ୍ଷାକୁ ନେଇ ଆଶା ଆଶଙ୍କା ଭିତରେ ଛାତ୍ରଛାତ୍ରୀ । ଏହାରି ଭିତରେ ଗତକାଲି ଟଏଉ ଏକ ଗାଇଡ଼ଲାଇନ ଜାରି କରି ଅନ୍ତିମ ସେମିଷ୍ଟର ବା ଶେଷ ବର୍ଷର ପରୀକ୍ଷା ୩୧ ଅଗଷ୍ଟ ସୁଦ୍ଧା ଶେଷ କରିବାକୁ ଶିକ୍ଷାନୁଷ୍ଠାନଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ନୂତନ ଶିକ୍ଷା ବର୍ଷ ଲାଗି ସେପ୍ଟେମ୍ବର ୩୦ ସୁଦ୍ଧା ନାମ ଲେଖା ପ୍ରକ୍ରିୟା ଶେଷ କରି ଅକ୍ଟୋବର ୧ ରୁ ଶିକ୍ଷା ବର୍ଷର ପାଠ ପଢା ଆରମ୍ଭ କରିବାକୁ ଗାଇଡ଼ ଲାଇନରେ ଉଲ୍ଲେଖ କରାଯାଇଛି।

Related posts

ଶିକ୍ଷା କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପକୁ ହାଇକୋର୍ଟ ନାପସନ୍ଦ କରିଛନ୍ତି

mahabharatanews

ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଦିଆଯିବ ମାଣ୍ଡିଆ

mahabharatanews

ଗ୍ରୀଷ୍ମ ଛୁଟି ହୋଇଥିଲେ ମଧ୍ୟ ନିୟମିତ ସ୍କୁଲ ଆସିବେ ଶିକ୍ଷକ ଶିକ୍ଷତ୍ରୀ

mahabharatanews