ଅପରାଧ

ବରମୁଣ୍ଡାରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

(ଆଦର୍ଶ ରାଉତ/ଭୁବନେଶ୍ୱର): ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହକୁ ଆଜି ଖଣ୍ଡଗିରି ପୋଲିସ ଉଦ୍ଧାର କରିଛି । ୫୫ ବର୍ଷିୟ ମୃତକ ଜଣଙ୍କ ନାମ ଠିକଣା ଏଯାଏ ଜଣାପଡିନାହିଁ । ଆଜି ସକାଳେ ବରମୁଣ୍ଡା ବସଷ୍ଟାଣ୍ଡରୁ ତାଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିବା ପରେ କ୍ୟାପିଟାଲ ହସ୍ପିଟାଲର ଶବାଗାରକୁ ପଠାଇଛି । ତେବେ ମୃତକଙ୍କ ପରିଚୟ କେହି ପାଇଲେ ଖଣ୍ଡଗିରି ଥାନା ଆଇଆଇସିଙ୍କୁ ଯୋଗାଯୋଗ କରିବାକୁ କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି ।

Related posts

ଯୁବକଙ୍କ ଅର୍ଦ୍ଧଦଗ୍ଧ ଶରୀର ଉଦ୍ଧାର, ହତ୍ୟା ସନ୍ଦେହ

mahabharatanews

କେରଳ ହାତୀ ମୃତ୍ୟୁ: ବିଶ୍ୱ ବ୍ୟାପୀ ୯୨୭ ପିଟିସନ ଦାଖଲ

mahabharatanews

ପଠାଣକୋଟ ଆର୍ମି କ୍ୟାମ୍ପ ଉପରେ ଆକ୍ରମଣ

mahabharatanews