ଅପରାଧ

ବରମୁଣ୍ଡାରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

(ଆଦର୍ଶ ରାଉତ/ଭୁବନେଶ୍ୱର): ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହକୁ ଆଜି ଖଣ୍ଡଗିରି ପୋଲିସ ଉଦ୍ଧାର କରିଛି । ୫୫ ବର୍ଷିୟ ମୃତକ ଜଣଙ୍କ ନାମ ଠିକଣା ଏଯାଏ ଜଣାପଡିନାହିଁ । ଆଜି ସକାଳେ ବରମୁଣ୍ଡା ବସଷ୍ଟାଣ୍ଡରୁ ତାଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିବା ପରେ କ୍ୟାପିଟାଲ ହସ୍ପିଟାଲର ଶବାଗାରକୁ ପଠାଇଛି । ତେବେ ମୃତକଙ୍କ ପରିଚୟ କେହି ପାଇଲେ ଖଣ୍ଡଗିରି ଥାନା ଆଇଆଇସିଙ୍କୁ ଯୋଗାଯୋଗ କରିବାକୁ କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି ।

Related posts

ଜମିବାଡି ବିବାଦକୁ ନେଇ ଆକ୍ରମଣ କଲେ ଶ୍ୱଶୁରଙ୍କ ପରିବାର

mahabharatanews

ହରିଣକୁ ପିଟିପିଟି ମାରିଦେଲେ ଗ୍ରାମବାସୀ , ଅସୁରକ୍ଷିତରେ ଶିମିଳିପାଳ ହରିଣ

mahabharatanews

ଲାଞ୍ଚ ନେଇ ଧରାପଡିଲେ ଆକାଉଣ୍ଟାଣ୍ଟ

mahabharatanews