ଓଡିଶା

ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ଖାଦ୍ୟ ପରିବେଷଣକୁ ନେଇ ଅସନ୍ତୋଷ: ଭିଡିଓ ଭାଇରାଲ

(ଗୋପ): ପୁରୀ ଜିଲ୍ଲା ନିମାପଡା ବ୍ଲକରୁ ଆସିଲା ଅସ୍ଥାୟୀ ସ୍ଵାସ୍ଥ୍ୟ ଶିବିରର ଭାଇରାଲ ଭିଜୁଆଲ । ନିମାପଡା ବାମନାଳ ଅସ୍ଥାୟୀ ସ୍ଵାସ୍ଥ୍ୟ ଶିବିରରେ ପଲିଥିନରେ ପ୍ରବାସୀ ଓଡିଅ।ଙ୍କୁ ଖାଦ୍ୟ ପରିବେଷଣ ନେଇ ଅସନ୍ତୋଷ ବ୍ୟକ୍ତ କରୁଥିବାର ଭିଜୁଅ।ଲ ଭାଇରାଲ । ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ସୁରାଟରୁ ଅ।ସି ରହୁଛନ୍ତି ପ୍ରବାସୀ ଓଡିଅ। । ସେମାନଙ୍କୁ ଅଧାପେଟ ଖାଇବାକୁ ଦିଅ।ଯାଉଥିବା ଅଭିଯୋଗ କରିବା ସହିତ ଏଥିପ୍ରତି ଦୁଷ୍ଟି ଦେବାକୁ ମାନ୍ୟବର ମୁଖ୍ୟମଂତ୍ରୀଙ୍କୁ ଭିଡିଓ ମାଧ୍ୟମରେ ଅନୁରୋଧ କରାଯାଇଛି ।

Related posts

ବିଜେଡି ବିଧାୟକ ପ୍ରଦୀପ ମହାରଥୀ କରୋନା ପଜିଟିଭ୍

mahabharatanews

ମାଓବାଦୀ ଯୋଜନା ପଣ୍ଡ: ନି‌ଷ୍କ୍ରିୟ କଲେ ଆଇଇଡି 

mahabharatanews

ରାଜ୍ୟରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

mahabharatanews