ଓଡିଶା

ବାବୁଙ୍କୁ ସମ୍ପତ୍ତି ତାଲିକା ଦେବା ପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ତାଗିଦ

ସମସ୍ତ ସରକାରୀ କର୍ମଚାରୀ ଗ୍ରୁପ A ରୁ D ପର୍ଯ୍ୟନ୍ତ ନିଜର ସମ୍ପତ୍ତି ତାଲିକା ଜାନୁଆରୀ 31 ସୁଦ୍ଧା ଦେବା ପାଇଁ ସାଧାରଣ ପ୍ରଶାସନ ବିଭାଗ ନିର୍ଦେଶନାମା ଜାରି କରିଛି | ଏନେଇ ସମସ୍ତ ବିଭାଗ ଏବଂ ଜିଲ୍ଲପାଳ ଏବଂ ଆରଡ଼ିସି ମାନଙ୍କୁ ଚିଠି ଲେଖି ଅବଗତ କରାଇଛି ବିଭାଗ | ଚାକିରୀ କ୍ଷେତ୍ରରେ ପ୍ରମୋସନ ପାଇଁ ନିର୍ଦ୍ଧିଷ୍ଟ ସମୟରେ ସମ୍ପତ୍ତି ତାଲିକା ପ୍ରଦାନ କରିବା ବାଧ୍ୟତାମୂଳକ ରହିବ|

Related posts

ଆମ୍ବୁଲାନ୍ସ ଟ୍ରେଲର ମୁହାଁମୁହିଁ ଧକ୍କା; ୪ ମୃତ

mahabharatanews

ଚିନ୍ତା ବଢ଼ାଉଛି କରୋନା: ରାଜ୍ୟରେ ୫ ଶହ ପାର

mahabharatanews

ରାଜ୍ୟବାସୀଙ୍କୁ ସମ୍ବୋଧନ କଲେ ମୁଖ୍ୟମନ୍ତ୍ରୀ

mahabharatanews