ଭାରତ

ଏହି ବର୍ଷ ଚନ୍ଦ୍ରରେ ପାଦ ରଖିବେ ଭାରତୀୟ  

(ଦିଲ୍ଲୀ) : ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସ୍ପେସ୍ ଏଜେନ୍ସି ୨୦୪୦ ସୁଦ୍ଧା ଭାରତୀୟ ମହାକାଶଚାରୀମାନଙ୍କୁ ଚନ୍ଦ୍ରରେ ଅବତରଣ କରିବାକୁ ଆଶା ରଖିଛି । ଯେଉଁଥି ପାଇଁ ନିରନ୍ତର କାର୍ଯ୍ୟ ଜାରି ରହିଛି ।

ISRO ମୁଖ୍ୟ କହିଛନ୍ତି ଯେ, ମହାକାଶରେ ଏକ ଶୂନ-ମାଧ୍ୟାକର୍ଷଣ ପରିବେଶ ପାଇଁ ଆମକୁ ଏକ ଟେକ୍ନୋଲୋଜି ସାଇନ୍ସ ରୋଡମ୍ୟାପ୍ ତିଆରି କରିବାକୁ ପଡିବ । ଯେତେବେଳେ ଆମେ ଦେଖିଲୁ ଗଗନ ଯାନ ମିଶନରେ ଆମେ କେଉଁ ପ୍ରକାରର ପରୀକ୍ଷଣ କରିବାକୁ ଚାହୁଁଥିଲୁ । ସେମାନଙ୍କ ମଧ୍ୟରେ ଅତି କମରେ ପାଞ୍ଚ ଜଣଙ୍କୁ ସର୍ଟଲିଷ୍ଟ କରାଯାଇଛି। ଏହି ମିଶନ ସହିତ, ଆମର ମଧ୍ୟ ଚନ୍ଦ୍ର ମିଶନ ପାଇଁ ଏକ ବିସ୍ତାରିତ ସାମର୍ଥ୍ୟ ରହିବା ଉଚିତ୍ । ଜଣେ ମଣିଷ, ଜଣେ ଭାରତୀୟ ୨୦୪୦ ସୁଦ୍ଧା ଚନ୍ଦ୍ରରେ ପାଦ ରଖୁ । ଚନ୍ଦ୍ରକୁ ମନୁଷ୍ୟ ପଠାଇବା ଏତ ସହଜ ସଫର ହେବ ନାହିଁ ଏହା ଖୁବ୍ କଷ୍ଠକର । ଏଥିପାଇଁ ଆମକୁ ଲଞ୍ଚର୍ ସାମର୍ଥ୍ୟ, ଲାବୋରେଟୋରୀ ଏବଂ ସିମୁଲେସନ୍ ସିଷ୍ଟମକୁ ବିକାଶ କରିବାକୁ ପଡିବ ।

Related posts

ହୋଲି ପାଇଁ ସ୍ପେଶାଲ ଟ୍ରେନ

mahabharatanews

୫ ଗାଁକୁ ଦଖଲ କଲା ରୁଷିଆ

mahabharatanews

ଦିଲ୍ଲୀରେ ଥିବା ଇସ୍ରାଏଲ୍ ଦୂତାବାସରେ ବିସ୍ଫୋରଣ 

mahabharatanews