ଭାରତ

ଚନ୍ଦ୍ରୟାନ-୩  ଲଞ୍ଚ ସମୟରେ ଉପସ୍ଥିତ ରହିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି !

(ଦିଲ୍ଲୀ) :  ଭାରତର ଚନ୍ଦ୍ରୟାନ-3 ଅଭିଯାନ ଆରମ୍ଭ ହୋଇଯାଇଛି । ଚନ୍ଦ୍ରୟାନ-୩ ଜୁଲାଇ-୧୪ ଅପରାହ୍ନ ୨ :୩୫  ରେ ଉତକ୍ଷେପଣ ହେବ ବୋଲି ସୂଚନା ଦେଇଛନ୍ତି ଇସ୍ରୋ ଅଧ୍ୟ ଏସ୍. ସୋମନାଥ ।  ତେବେ ପ୍ରଧାନମନ୍ତ୍ରୀ ମୋଦି ଚନ୍ଦ୍ରୟାନ-୩  ଲଞ୍ଚ ସମୟରେ ଉପସ୍ଥିତ ରହିପାରନ୍ତି ବୋଲି ଆଶା କରିଛନ୍ତି  ISRO ମୁଖ୍ୟ ଏସ ସୋମନାଥ ।

ସୂଚନାନୁଯାୟୀ ,  ଲଞ୍ଚ ସମୟରେ ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ ‘ଚନ୍ଦ୍ରାୟଣ -3’ର ଲଞ୍ଚ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିକୁ ନେଇ ISRO ମୁଖ୍ୟ ଏସ ସୋମନାଥ କହିଛନ୍ତି, ଆମେ ସମସ୍ତଙ୍କୁ ନିମନ୍ତ୍ରଣ କରିଛୁ । ଏହା ସେମାନଙ୍କ ଉପରେ ନିର୍ଭର କରେ । ବର୍ତ୍ତମାନ ପର୍ଯ୍ୟନ୍ତ କିଛି ନିଶ୍ଚିତ ହୋଇ ନାହିଁ । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ପିଏମ ମୋଦି ୨୦୧୯ ମସିହାରେ ଚନ୍ଦ୍ରାୟନ-୨ ମିଶନରେ ଯୋଗ ଦେଇଥିଲେ।

Related posts

ରାଷ୍ଟ୍ରିୟ ସଙ୍ଗୀତ ଗାନକୁ ନେଇ ମାଦ୍ରାସ ବୋର୍ଡର ବଡ ନିଷ୍ପତ୍ତି

mahabharatanews

 ନମୋ ଆପରେ “ଜନ ମନ ସର୍ଭେ” ଆରମ୍ଭ

mahabharatanews

ଲୋକପ୍ରିୟ ସନ୍ତୁର ବାଦକ ପଣ୍ଡିତ ଶିବ କୁମାର ଶର୍ମାଙ୍କ ପରଲୋକ

mahabharatanews