ଓଡିଶା

ଓଡ଼ିଆ ଅନ୍ତର୍ଜାତୀୟ ମହିଳା କ୍ରିକେଟର କରୋନାରେ ଆକ୍ରାନ୍ତ

(ଆଦର୍ଶ ରାଉତ/ଭୁବନେଶ୍ୱର): ଅନ୍ତର୍ଜାତୀୟ କ୍ରିକେଟ ଖେଳୁଥିବା ଓଡ଼ିଶାର ମହିଳା କ୍ରିକେଟର ରସନାର ପରୱିନ ରବିବାର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେ ବଲାଙ୍ଗୀରର ବାସିନ୍ଦା । ଟେଷ୍ଟ ପରେ ସେ ଓ ତାଙ୍କ ମାଆ ଏହି ଭୟଙ୍କର ଭୂତାଣୁରେ ସଂକ୍ରମିତ ଥିବା ଜଣାପଡିଛି । ଉଭୟଙ୍କୁ ଭୁବନେଶ୍ୱର ସ୍ଥିତ କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଛି ।

Related posts

ପରଲୋକରେ ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ

mahabharatanews

ଶ୍ରୀ ଜଗନ୍ନାଥ ଅଖିଳ ଭାରତୀୟ ପାଲା କଳାକାର ମହାସଂଘର ରକ୍ତଦାନ ଶିବିର

mahabharatanews

ଟ୍ରକ-ଟ୍ୟାଙ୍କର ମୁହାଁମୁହିଁ ଧକ୍କା, ୨ ମୃତ

mahabharatanews

Leave a Comment