ଓଡିଶା

ଓଡ଼ିଆ ଅନ୍ତର୍ଜାତୀୟ ମହିଳା କ୍ରିକେଟର କରୋନାରେ ଆକ୍ରାନ୍ତ

(ଆଦର୍ଶ ରାଉତ/ଭୁବନେଶ୍ୱର): ଅନ୍ତର୍ଜାତୀୟ କ୍ରିକେଟ ଖେଳୁଥିବା ଓଡ଼ିଶାର ମହିଳା କ୍ରିକେଟର ରସନାର ପରୱିନ ରବିବାର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେ ବଲାଙ୍ଗୀରର ବାସିନ୍ଦା । ଟେଷ୍ଟ ପରେ ସେ ଓ ତାଙ୍କ ମାଆ ଏହି ଭୟଙ୍କର ଭୂତାଣୁରେ ସଂକ୍ରମିତ ଥିବା ଜଣାପଡିଛି । ଉଭୟଙ୍କୁ ଭୁବନେଶ୍ୱର ସ୍ଥିତ କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଛି ।

Related posts

ବାଲୁକା କଳା ମାଧ୍ୟମରେ ମୁବାରକ ବାର୍ତା

mahabharatanews

ବାହାନଗାରେ ମର୍ମନ୍ତୁଦ ରେଳ ଦୁର୍ଘଟଣା

mahabharatanews

ଡିସେମ୍ବରରେ ଶିକ୍ଷକ ନିଯୁକ୍ତି ଲିଖିତ ପରୀକ୍ଷା

mahabharatanews