ଭାରତ

ରାହୁଲଙ୍କ ଭାଙ୍ଗିଲା ୱିଣ୍ଡସ୍କ୍ରିନ୍‌

  କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ବୁଧବାର ଭାରତ ଯୋଡୋ ନ୍ୟାୟ ଯାତ୍ରାର ପଶ୍ଚିମବଙ୍ଗ ପର୍ଯ୍ୟାୟରେ ଯାଉଥିବା ବେଳେ ତାଙ୍କ ଗାଡ଼ି ଉପରେ ଆକକ୍ରମଣ ହୋଇଛି। କେତେକ ଦୁର୍ବୃତ୍ତ ରାହୁଲ ଗାନ୍ଧୀ ବସିଥିବା କାର ଉପରେ ଟାର୍ଗେଟ କରି ଏହାର ୱିଣ୍ଡସ୍କ୍ରିନ୍‌କୁ ଭାଙ୍ଗି ଦେଇଥିବା ଦଳ ଅଭିଯୋଗ କରିଛି।

ସୂଚନାନୁଯାୟୀ,   ଆଜି ସକାଳେ ବିହାରରୁ ବାହାରି ରାଜ୍ୟର ମାଲଦା ଜିଲ୍ଲାରେ ଏହି ଯାତ୍ରା ପ୍ରବେଶ କରିବା ପରେ ଏହି ଘଟଣା ଘଟିଛି। ଏହି ଆକ୍ରମଣରେ ଗାଡିର ପଛ ଝରକା କାଚ ଭାଙ୍ଗି ଯାଇଛି। ତେବେ, ଏହି ଆକ୍ରମଣ ଘଟଣାରେ ରାହୁଲ ଗାନ୍ଧି ନିଜେ ସୁରକ୍ଷିତ ଅଛନ୍ତି।

Related posts

୬ବର୍ଷର ସମ୍ପର୍କ ତୁଟାଇ ଛାଡପତ୍ର ଦେଲେ ରାପର ରଫତାର

mahabharatanews

୭ରେ ଶପଥ ନେବେ ନୂତନ ମୁଖ୍ୟମନ୍ତ୍ରୀ

mahabharatanews

‘ଏହି ଭବନ ଛାଡ଼ିବା ଏକ ଅତ୍ୟନ୍ତ ଭାବପ୍ରବଣ ମୁହୂର୍ତ୍ତ’: ପ୍ରଧାନମନ୍ତ୍ରୀ

mahabharatanews