Uncategorized

ଆଗାମୀ ଫିଲ୍ମର ଘୋଷଣା କଲେ ପ୍ରଭାସ

(ମହାଭାରତ): ସାହୋ ପରେ ଆଗାମୀ ଫିଲ୍ମର ଘୋଷଣା କଲେ ପ୍ରଭାସ । ଫିଲ୍ମର ନିର୍ଦ୍ଦେଶନା ଦେବେ ନାଗ ଅଶ୍ୱନୀ । ବୈଜୟନ୍ତୀ ଏଣ୍ଟରଟେନମେଣ୍ଟ ବ୍ୟାନର ତଳେ ଫିଲ୍ମ ନିର୍ମାଣ ହେବ । ଏ ପର୍ଯ୍ୟନ୍ତ ଫିଲ୍ମର ନାଁ ଘୋଷଣା ହୋଇନି । ସେହିପରି ଭଲ କଲେକ୍ସନ କରୁଛି ଆୟୁଷ୍ମାନଙ୍କ ଫିଲ୍ମ ଶୁଭ ମଙ୍ଗଳ ଜ୍ୟାଦା ସାବଧାନ । ଫିଲ୍ମ ଏବେ ଯାଏ ୩୯କୋଟିରୁ ଅଧିକ କଲେକ୍ସନ କରିଛି । ସମଲିଙ୍ଗୀ ସମ୍ପର୍କକୁ ନେଇ ନିର୍ମିତ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଆୟୁଷ୍ମାନ ଓ ଜିତେନ୍ଦ୍ର କୁମାର ।

Related posts

ଧର୍ମାନ୍ତରୀକରଣ ଯାଚିକା ଦିଲ୍ଲୀ ହାଇକୋର୍ଟରୁ ପ୍ରତ୍ୟାହୃତ

mahabharatanews

ଏମଏସପି ଆଇନ ଅନ୍ତର୍ଭୁକ୍ତ ହେଲେ ଚାଷୀ କ୍ଷତି ସହିବେ: କେନ୍ଦ୍ର

mahabharatanews

ଆମେରିକାରୁ ଆସିଲା ୧୦୦ ଭେଣ୍ଟିଲେଟର

mahabharatanews