ଓଡିଶା

ନେତାଜୀଙ୍କ ମିଠା ପ୍ରୀତି

(ପ୍ରିୟଦର୍ଶନୀ /ମହାଭାରତ): ଆଜି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୩ତମ ଜନ୍ମଦିବସ । ୧୮୯୭ ମସିହା ଜାନୁୟାରୀ ୨୩ ତାରିଖରେ ଓଡ଼ିଶାର କଟକ ସହରରେ ଜଣେ ବଙ୍ଗାଳି ପରିବାରରେ ଜନ୍ମଗ୍ରହଣ କରିଥିଲେ । ସୁବାଷ ଭାରତ ସ୍ୱାଧିନତା ଆନ୍ଦୋଳନରେ ପ୍ରମୁଖ ଭୁମିକା ନିଭାଇଛନ୍ତି । ସେ ଦେଶର ପୁର୍ଣ୍ଣ ସ୍ୱାଧୀନତା ଚାହିଁଥିଲେ । ଆଜି ତାଙ୍କ ଜୟନ୍ତୀ ଅବସରରେ ବୋଷଙ୍କର ଏକ ରୁଚିକର ଖାଦ୍ୟ ବିଷୟରେ ଜଣାଇବୁ । ବଙ୍ଗାଲି ପରିବାରରେ ଜନ୍ମ ହେତୁ ନେତାଜୀଙ୍କ ମିଠା ପ୍ରତି ଦୁର୍ବଳତା ରଖୁଥିଲେ । ବିଶେଷ କରି ରସଗୋଲା,ମଲାଇ ଚମଚମ,ପୁଳି ପିଠା ଏବଂ ସନ୍ଦେଶ । ଏହି ସମସ୍ତ ମିଠା ଛେନାରୁ ପ୍ରସ୍ତୁତ ହୋଇଥାଏ । ପ୍ରତିଦିନ ସେ ଖାଦ୍ୟ ଖାଇସାରିବା ପରେ ମିଷ୍ଟାନ ଖାଇବାକୁ ପସନ୍ଦ କରୁଥିଲେ ।

Related posts

ରାଜ୍ୟରେ ମୁଣ୍ଡଫଟା ଖରା ;ଅସ୍ତବ୍ୟସ୍ତରେ ଜନଜୀବନ

mahabharatanews

ପରିବା ବେପାରୀଙ୍କ ପାଇଁ ବଜାରରେ ରହୁନି ସାମାଜିକ ଦୂରତା

mahabharatanews

ବନ୍ୟଜନ୍ତୁଙ୍କ ସୁରକ୍ଷା କରିବ ସ୍ୱତନ୍ତ୍ର ଯାନ

mahabharatanews