ଓଡିଶା

ବାଲୁକା କଳାରେ କୋରୋନା ମୁକାବିଲା ପାଇଁ ଆହ୍ୱାନ

(ମହାଭାରତ, ପୁରୀ): କୋରୋନା ଭାଇରସ ବର୍ତ୍ତମାନ ବିଶ୍ୱର ବିଭିନ୍ନ ଦେଶକୁ ବ୍ୟାପିଛି । ଚୀନରେ ଅନେକ ମୃତ୍ୟୁବରଣ କରିଥିବା ବେଳେ ହଜାର ହଜାର ଲୋକ ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି । ଏଭଳି ସମୟରେ ବିଶ୍ୱବାସୀ ଏକଜୁଟ୍ ହୋଇ କୋରୋନା ବିରୋଧରେ ଲଢେଇ ଜାରି ରଖିବାକୁ ବାଲୁକା କଳା ମାଧ୍ୟମରେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ଚୀନର ବିପଦ ସମୟରେ ଭାରତ ସହାୟତା ପାଇଁ ହାତ ବଢାଇଥିବା ବାର୍ତ୍ତା ଏହି ବାଲୁକା କଳା ମାଧ୍ୟମରେ ଦେଇଛନ୍ତି । ସେହିପରି ଆତଙ୍କିତ ନ ହୋଇ ସତର୍କତା ଅବଲମ୍ବନ କରିବାକୁ ପୁରୀ ବେଳାଭୁମିରେ ନିର୍ମାଣ କରିଥିବା ତାଙ୍କ ବାଲୁକା କଳାରେ ବାର୍ତ୍ତା ଦେଇଛନ୍ତି ।

Related posts

ୱାର୍ଡ ମେମ୍ବରଙ୍କ ସହ ଧାରଣା ଦେଲେ ସରପଞ୍ଚ

mahabharatanews

କରୋନାରେ ପ୍ରାଣ ହରାଇଥିବା ଦୁଇ ସାମ୍ବାଦିକଙ୍କୁ ଶ୍ରଦ୍ଧାଞ୍ଜଳୀ

mahabharatanews

 ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା

mahabharatanews

Leave a Comment