ଓଡିଶା

ବାଲେଶ୍ୱରରେ ୫ଟି ସଚିବଙ୍କ କୋରୋନା ସମୀକ୍ଷା

(ଅଜିତ ସାହୁ /ଜଳେଶ୍ୱର): ବାଲେଶ୍ୱର ଗସ୍ତରେ ଅଚାନକ ରାଜ୍ୟ ମୁଖ୍ୟ ଶାସନ ସଚିବ ଅଜିତ କୁମାର ତ୍ରିପାଠୀ ଏବଂ ୫-ଟି ସଚିବ ଭି-କେ ପାଣ୍ଡିଆନ। ସୂଚନା ଅନୁଯାୟୀ ଆଜି ପୁର୍ବାହ୍ନରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅଜିତ କୁମାର ତ୍ରିପାଠୀ ଏବଂ ୫-ଟି ସଚିବ ଭି-କେ ପାଣ୍ଡିଆନ ଅଚାନକ ବାଲେଶ୍ୱର ଗସ୍ତରେ ଆସି ଜିଲ୍ଲାରେ ଖୋଲା ଯାଇଥିବା କୋଭିଡ ହସ୍ପିଟାଲ ପରିଦର୍ଶନ କରିବା ସହିତ, କୋରୋନା ପାଇଁ ଜିଲ୍ଲାର ଲକ ଡାଉନ ସ୍ଥିତି ସମୀକ୍ଷା କରିଥିଲେ। ଏହି ସମୟରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତୀ, ଆରଖି ଅଧକ୍ଷକ ବି ଯୁଗଳ କିଶୋର କୁମାର, ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ନାୟକ, ଉପଜିଲ୍ଲା ପାଳ ନିଲୁ ମହାପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା-ବାନାର୍ଜୀ ପ୍ରସାଦ ଛୋଟ ରାୟ ସମେତ ବହୁ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।

Related posts

ନକ୍ସଲଙ୍କ ହିଂସାକାଣ୍ଡ; ଇନ୍ ଫର୍ମର ସନ୍ଦେହରେ ତିନିଙ୍କୁ ହତ୍ୟା 

mahabharatanews

ସେପ୍ଟେମ୍ବର ୧୪ରୁ ଆରମ୍ଭ ହେବ ସପ୍ଲିମେଣ୍ଟାରି ପରୀକ୍ଷା

mahabharatanews

ଲୋକଙ୍କୁ ସାହାଯ୍ୟ କଲେ, ଗାଇ ଗୋରୁଙ୍କୁ ଭୁଲି ଗଲେ

mahabharatanews