ଓଡିଶା

ରାଜ୍ୟରେ ଆଉ ୩୬ କୋରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଭୁବନେଶ୍ବର : ରାଜ୍ୟରେ ଆଉ ୩୬ କୋରୋନା ଆକ୍ରାନ୍ତ ସୁସ୍ଥ ହେଲେ କ୍ଷ ଏହି ଆକ୍ରାନ୍ତଙ୍କୁ ଲଗାଇ ରାଜ୍ୟରେ ୩୪୩ ରେ ପହଞ୍ଚିଲା ସୁସ୍ଥଙ୍କ ସଂଖ୍ୟା । ଏ ନେଇ ରାଜ୍ୟ ସ୍ଵସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି କ୍ଷ ରାଜ୍ୟରେ ଆଉ ୩୬ କୋରୋନା ସୁସ୍ଥ ହେଲେ । ଏହି ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମ ଜିଲାରୁ ୨୩, ଯାଜପୁର ଜିଲା ୫, ମୟୂରଭଞ୍ଜ ୩, ପୁରୀ ୨,ଭଦ୍ରକ ୨ ଓ ରାଉରକେଲାରୁ ଜଣେ ସୁସ୍ଥ ହୋଇଥିବା ଜଣାପଡିଛି । ଏହାକୁ ମିଶାଇ ରାଜ୍ୟରେ ୩୪୩ ପହଞ୍ଚିଲା ସୁସ୍ଥଙ୍କ ସଂଖ୍ୟା । ସୂଚନା ମୁତାବକ, ରାଜ୍ୟରେ ୧୦୫୨ ରେ ପହଁଞ୍ଚିଛି କୋରୋନା ଆକ୍ରାନ୍ତ ସଂଖ୍ୟା କ୍ଷ ସେମାନଙ୍କ ମଧ୍ୟରୁ ୩୪୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୦୩ ଜଣ ଆକ୍ରାନ୍ତ ବିଭିନ୍ନ ହସପିଟାଲରେ ଚିକିତ୍ସିତ ହେଉଛନ୍ତି ।

Related posts

ବହଳଦାରୋଡ ରେଳ ଷ୍ଟେସନ ପରିସରରୁ ଉଚ୍ଛେଦ: ଚିନ୍ତାରେ ୧୩ ପରିବାର

mahabharatanews

ମାନବ ସେବାରେ ଆଗୁଆ ନନ୍ଦପୁର ସି ଡି ପି ଓ ସ୍ନିଗ୍ଧାରାଣୀ

mahabharatanews

କେରଳ ପାଇବ ନୂଆ ନାମ 

mahabharatanews