ଓଡିଶା

ଅଗ୍ନିକାଣ୍ଡରେ ୬ ବଖରା ପୋଡ଼ି ପାଉଁଁଶ

ଜୟନ୍ତ ସେଠୀ/ ଗୋପ: ପୁରୀ ଜିଲ୍ଲା ପୁର୍ଗାଦାଶପୁର ଜେନା ସାହିରେ ଅଗ୍ନିକାଣ୍ଡ । ଗ୍ୟାସ ଟାଙ୍କି ଫାଟି ଲାଗିଥିବା ନିଆଁରେ ଛଅ ବଖରା ପୋଡ଼ି ପାଉଁଶ ହୋଇ ଯାଇଛି। ଜେନା ସାହିର ଧଡୁ ଜେନାଙ୍କ ଛଅ ବଖରା ଘର ପୋଡିଯାଇଛି । ଅଗ୍ନିକାଣ୍ଡରେ କେହି ଆହତ ହୋଇ ନଥିଲା ବୋଳେ ଲକ୍ଷ୍ୟାଧିକ ଟଙ୍କାର ଆସବାବପତ୍ର ଭସ୍ମୀଭୂତ ହୋଇଛି। ପିପିଲି ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଦ୍ୱାରା ନିଆଁକୁ ଆୟତ୍ତ କରାଯାଇଛି ।

Related posts

ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ

mahabharatanews

ହାତୀ ପଲଙ୍କ ଉତ୍ପାତ : ଘର ଭାଙ୍ଗିବା ସହ କଲେ ଫସଲ ନଷ୍ଟ 

mahabharatanews

ଗାଧୋଇବା ବେଳେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ

mahabharatanews