ଓଡିଶା

ଅଭିନେତା ସବ୍ୟସାଚୀଙ୍କୁ ବାଲୁକାକଳାରେ ପ୍ରଶଂସା

ଭୁବନେଶ୍ୱର: ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ତାଙ୍କ ବାଲୁକା କଳା ମାଧ୍ୟମରେ ଓଡିଆ ଫିଲ୍ମ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ପ୍ରଶଂସା କରିଛନ୍ତି । ଅସହାୟଙ୍କୁ ସବ୍ୟସାଚୀଙ୍କ ସହାୟତାର ହାତ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିବ । ଲକ ଡାଉନରେ ଫସିଥିବା ଅସହାୟ ଶ୍ରମିକମାନଙ୍କ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି ଓଲିଉଡର କଳାକାର ସବ୍ୟସାଚୀ । ରାସ୍ତାରେ ଅସହାୟ ଅବସ୍ଥାରେ ଥିବା ଶ୍ରମିକ ମାନଙ୍କୁ ଖାଦ୍ୟ ଯୋଗାଇବାର ବ୍ୟବସ୍ଥା କରିବା ସହ ସେମାନଙ୍କ ଘରକୁ ଫେରିବା ବ୍ୟବସ୍ଥା ମଧ୍ୟ କରୁଛନ୍ତି। ସବ୍ୟସାଚୀଙ୍କ ଏହି ପ୍ରୟାସକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି।

Related posts

୨୦ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

mahabharatanews

ବେଆଇନ ନିଶା ଦ୍ରବ୍ୟ ଚୋରା ଚାଲାଣକାରୀଙ୍କ ବିରୁଦ୍ଧରେ ସରକାରୀ ରେଳବାଇ ଥାନା ପୋଲିସର ଦୃଢ କାର୍ଯ୍ୟାନୁଷ୍ଠାନ

mahabharatanews

୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୧ ଗିରଫ

mahabharatanews