ଓଡିଶା

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୁଚିଣ୍ଡା ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କ ଘରେ ଭିଜିଲାନ୍ସର ରେଡ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ କୁଚିଣ୍ଡା ପଇଓ । କୁଚିଣ୍ଡା ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ରେଡ ଜାରି । ପିଇଓ ଅଚ୍ୟୁତାନନ୍ଦ ଖୁଣ୍ଟିଆଙ୍କ ଯୁଯୁମୁରା ବ୍ଲକ ଝାଙ୍କରପାଲି ଘରେ ରେଡ ଜାରି । ଯୁଯୁମୁରା ଘର ବ୍ୟତୀତ କୁଚିଣ୍ଡାସ୍ଥିତ ଘର, ଅଫିସ, ସୁବର୍ଣ୍ଣପାଳି ପୈତୃକ ଘରେ ରେଡ ଜାରି ରଖିଛି ଭିଜିଲାନ୍ସ । ପିଇଓଙ୍କ ସମ୍ପତ୍ତି ଆକଳନରେ ବ୍ୟସ୍ତ ଭିଜିଲାନ୍ସ ଟିମ ।

Related posts

ରାଜ୍ୟରେ ୧୦୯୯ ଖାଲି ଏଏନଏମ ପଦବୀ ପୂରଣ କରାଯିବ: ନବ ଦାସ

mahabharatanews

ଗ୍ରୀଡକୋ କୁ ବକେୟା ବିଲ୍ ପ୍ରଦାନ ନେଇ କହିଲେ ଉପମୁଖ୍ୟମନ୍ତ୍ରୀ

mahabharatanews

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଲୋକପ୍ରିୟ ସାଂସଦ ମହେଶ ସାହୁଙ୍କ ବଳିଷ୍ଟ ପଦକ୍ଷେପ

mahabharatanews