ଓଡିଶା

ଉତ୍କଳ ଗୌରବ ମଧୁବାବୁଙ୍କ ତିରୋଧାନ ଦିବସ ପାଳିତ

କେନ୍ଦ୍ରାପଡା: ଉତ୍କଳ ଗୈାରବ ମଧୁସୁଦନ ଦାସଙ୍କ ୮୭ତମ ତିରୋଧାନ ଦିବସ ଅବସରରେ କେନ୍ଦ୍ରାପଡା କୋର୍ଟ ପରିସରରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ଆଇନଜୀବୀମାନେ ସାମୂହିକ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓକିଲ ସଞ୍ଜୟ କୁମାର ଜେନା, ଗୋବର୍ଦ୍ଧନ ରାଉତ, ବ୍ରଜସୁନ୍ଦର ରାଉତ, ଅରୁଣ ପ୍ରସାଦ ଦାସ, ଆଶିଷ କୁମାର ସାମଲ, ମାନସରଞ୍ଜନ ଧଳ, ନିରଞ୍ଜନ ବଳ, ଇତିହାସ ଲେଙ୍କା,ନିହାର ମହାପାତ୍ର, ରଞ୍ଜନ ପଣ୍ଡା, ମନୋଜ ସାହୁ, ଗଗନବିହାରୀ ଜେନା ପ୍ରମୁଖ ଯୋଗଦେଇ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନକରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Related posts

ଅଙ୍ଗନୱାଡି କେନ୍ଦ୍ରରେ କରୋନା ସଚେତନତା କାର୍ଯ୍ୟକ୍ରମ

mahabharatanews

ପ୍ରତାରକ ପୁଲିସ ପ୍ରେମିକଙ୍କୁ ଧରି ବିବାହ କରାଇଲା ପୁଲିସ

mahabharatanews

ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି

mahabharatanews