ଓଡିଶା

ଉଦଳା ବିଜେଡି ପକ୍ଷରୁ ମାସ୍କ, ସାବୁନ ବଣ୍ଟନ

(ଦୀପକ ମିଶ୍ରଙ୍କ, ଉଦଳା): ମୟୁରଭଞ୍ଜ ଜିଲ୍ଲା ଉଦଳା ବିଜୁ ଜନତା ଦଳ ପକ୍ଷରୁ କୋରନକ୍ଷ ମୁକାବିଲା ପାଇଁ ମାସ୍କ ଓ ସାବୁନ ବଣ୍ଟନ କାର୍ୟ୍ୟକ୍ରମ ଆରମ୍ଭ ହୋଇଛି । ଉଦଳା ଏନ.ଏ. ସି ର ଥିବା ୧୨ ଗୋଟି ୱାର୍ଡର ଦଳୀୟ କାର୍ୟ୍ୟକର୍ତା, କର୍ମୀ ଓ ୱାର୍ଡ କମିଟି ସଦସ୍ୟମାନେ ମିଳିତ ଭାବେ ସାଧାରଣଲୋକଙ୍କୁ ମାସ୍କ ଓ ସାବୁନ ବଣ୍ଟନ କାର୍ୟ୍ୟକ୍ରମ ଆରମ୍ଭ କରିଛନ୍ତି ତା’ ସହ ସିଚେତନତାର ବାର୍ତା ମଧ୍ୟ ଲୋକମାନଙ୍କୁ ଦେଉଛନ୍ତି । ଏହି କାର୍ୟ୍ୟକ୍ରମ ମାଧ୍ୟମରେ ପ୍ରାୟ ଦଶରୁ ପନ୍ଦର ହଜାର ପରିବାରକୁ ଦଳ ପକ୍ଷରୁ ମାସ୍କ ଓ ସାବୁନ ବଣ୍ଟନ କରାଯିବ ବୋଲି ଯୁବ ନେତା ଅମୀୟ କୁମାର ବଳ ସୂଚନା ଦେଇଛନ୍ତି । ପୂର୍ବତ୍ତନ ବିଧାୟକ ଶ୍ରୀନାଥ ସୋରେନଙ୍କ ନେତୃତ୍ୱରେ ପ୍ରତେକ୍ଷରେ ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହେଉଛି ବୋଲି ଉଦଳା ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି ।

Related posts

ସୁରତରେ ଫସିଥିବା ଓଡ଼ିଆ ଦାଦନ ଶ୍ରମିକଙ୍କ ପାଇଁ ଖାଦ୍ୟ ପହଞ୍ଚାଇଲେ କେଦ୍ରମନ୍ତ୍ରୀଧର୍ମେଦ୍ର ପ୍ରଧାନ 

mahabharatanews

ହିଙ୍ଗୁଳାଙ୍କ ପୀଠରେ ବହୁଭକ୍ତ ସମାଗମର ଫୋଟ ପୋଷ୍ଟ କରି ଯୁବ ଆଇନଜୀବୀ ଗିରଫ

mahabharatanews

ନବରଙ୍ଗପୁର ଆରଟିଓଙ୍କ ଘରେ ଭିଜିଲାନ୍ସ ଚଢାଉ

mahabharatanews