ଓଡିଶା

ଉଦଳା ବ୍ଲକ ଶିକ୍ଷକଙ୍କ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା

(ଦୀପକ ମିଶ୍ର/ଉଦଳା): ମହାମାରୀ କରନା ପାଇଁ ସାରା ରାଜ୍ୟ ଲଢେଇ କରୁଥିଲାବେଳେ ଏଥିରେ ସାମିଲ ହୋଇଛନ୍ତି ଉଦଳା ବ୍ଲକର ଶିକ୍ଷକ ଓ ଶିକ୍ଷୟତ୍ରୀ । ଏହି ଶିକ୍ଷକ ଓ ଶିକ୍ଷୟତ୍ରୀମାନେ କରୋନା ମୁକାବିଲା ପାଇଁ ମୁକ୍ୟମନ୍ତ୍ରଙ୍କ ରିଲିଫ ପାଣ୍ଠିକୁ ୨ ଲକ୍ଷ ୬ ହଜାର ୯ଶହ ଟଙ୍କା ପ୍ରଦାନ କରିଛନ୍ତି ।

ଉଦଳା ବ୍ଲକ ଶିକ୍ଷକ ଓ ଶିକ୍ଷାଧିକାରୀ ଙ୍କ କାର୍ୟ୍ୟାଳୟର କର୍ମଚାରୀ ମାନଙ୍କ ପକ୍ଷରୁ ବି.ଇ.ଓ ଗୌତମ ପାତ୍ରଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ କରନା ମୁକାବିଲା ଏହି ସହାୟତା ରାଶି ପ୍ରଦାନ କରାଯାଇଛି କ୍ଷ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଅଜୟ ପତି, ଶିକ୍ଷକ କ୍ଷିତୀଶ ଚନ୍ଦ୍ର ବେହେରା, ପ୍ରଭାତ ଶଙ୍ଖୁଆ, ଆଦ୍ୟାସା ଦାସ, ଉମେଶ ରାଉତ ପ୍ରମୁଖ ସହଯୋଗରେ ଉକ୍ତ ଅର୍ଥ ରାଶି ସଂଗ୍ରହ କରାଯାଇ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୁ ଦାନ କରାଯାଇଛି କ୍ଷ ଏଭଳି ଏକ ମହତ କାର୍ୟ୍ୟକୁ ସାଧାରଣରେ ପ୍ରସଂଶା କରାଯାଇଛି କ୍ଷ

Related posts

ଡାକବାଜି ଯନ୍ତ୍ରରେ କରୋନା ସଚେତନତା

mahabharatanews

ଡ଼ଟ୍ ଫେଷ୍ଟ ପାଇଁ  ପ୍ରଦର୍ଶନୀ ପଡ଼ିଆରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଡିସିପି ପ୍ରତୀକ ସିଂ

mahabharatanews

ଆଜି ଓଡିଶା ଆସୁଛନ୍ତି  ଏସ୍‌. ଜୟଶଙ୍କର 

mahabharatanews