ଓଡିଶା

ଏସଆଇଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

(ରଜନୀକାନ୍ତ ପାତ୍ର /ଗଞ୍ଜାମ): ବ୍ରହ୍ମପୁର ପୋଲିସ ବିଭାଗ ଅଧିନ ସଦର ଥାନାରେ କାର୍ୟ୍ୟରତ ସବ-ଇନ୍ସପେକ୍ଟର ବିଭୂତି ଭୂଷଣ ସେଠୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟ।ଳୟରୁ ପ୍ରଶଂସା । ନିଜ କର୍ତ୍ତବ୍ୟ ଓ ସେବାକୁ ପ୍ରାଧାନ୍ୟ ଦେଇଥିବାରୁ ସିଏମଓ କାର୍ୟ୍ୟ।ଳୟ ପକ୍ଷରୁ ଟୁଇଟ୍ କରି ତାଙ୍କୁ ପ୍ରଶଂସା କରାଯାଇଛି ।ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଵାଲେଡିହ ଗ୍ରାମର ଏହି କରୋନା ଯୋଦ୍ଧା କିଛିଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିଲେ ।
ଚିକିତ୍ସା ପରେ ସୁସ୍ଥ ହୋଇଥିଲେ । କିନ୍ତୁ ସୁସ୍ଥ ହେବା ପରେ ବିଶ୍ରାମ ନ ନେଇ କାର୍ୟ୍ୟରେ ଯୋଗ ଦେଇଥିଲେ ବିଭୂତି । ଏନେଇ ବ୍ରହ୍ମପୁର ଏସପି ଟୁଇଟ୍ କରି ସୂଚନା ଦେଇଥିଲେ । ବ୍ରହ୍ମପୁର ଏସପିଙ୍କ ଏହି ଟୁଇଟକୁ ମୁଖ୍ୟମନ୍ତ୍ରୀଙ୍କ କାଯ୍ୟାଳୟ ପକ୍ଷରୁ ରିଟୁଇଟ୍ କରି ବିଭୂତିଙ୍କୁ ପ୍ରଶଂସା କରାଯାଇଛି ।ପୂବରୁ ଲକଡାଉନ ସମୟରେ ନିଜ ବିବାହକୁ ସ୍ଥଗିତ କରି ଚଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲେ ।

Related posts

ବିଦ୍ଧିବଧ ଭାବରେ ବିଜେପିରେ ଯୋଗ ଦେଲେ ପ୍ରଭାତ ସିଂହ

mahabharatanews

୨ ତାରିଖ ସୁଦ୍ଧା ଶାଶୁ ଘର ଚାବି ଫେରସ୍ତ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

mahabharatanews

୬ରୁ BSKY ନବୀନ କାର୍ଡ ପାଇଁ ପଞ୍ଜୀକରଣ ଆରମ୍ଭ 

mahabharatanews