ଓଡିଶା

କୋଣାର୍କ ସରକାରୀ ଉଚ୍ଚ ବିଦ୍ୟାଳୟର ୬୩ ତମ ବାର୍ଷିକ ଉତ୍ସବ

 ଗୋପ: ବିଦ୍ୟାଳୟ ଓ ଗଣଶିକ୍ଷ।। ମନ୍ତ୍ରୀ ସମୀର ରଞ୍ଜନ ଦାଶ କୋଣାର୍କସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ୬୨ତମ ବାର୍ଷିକ ଉତ୍ତସବରେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିା । ପରେ ପ୍ରଧାନ ଶିକ୍ଷକ ବାର୍ଷିକ ବିବରଣୀ ପ।।ଠ କରିଥିଲେ । ଏହି ଅବସରରେ ମନ୍ତ୍ରୀଙ୍କଦ୍ୱାରା ନୂତନ ଫାଟକ ଉଦ୍‌ଘାଟିତ ହୋଇଥିଲା । ଏହି ଉତ୍ସବରେ ଅନ୍ୟ ଅତିଥିଙ୍କ ମଧ୍ୟରେ ବସନ୍ତ ମିଶ୍ର, ଦିଲ୍ଲୀପ ପଟ୍ଟନାୟକ, ଉତ୍କଳ ବିଶ୍ୱ ବିଦ୍ୟାଳୟର ଓଡିଆ ବିଭାଗର ଅବସର ପ୍ରାପ୍ତ ପ୍ରାଧ୍ୟାପିକା ସଂଘମିତ୍ରା ମିଶ୍ର, ଡ, ପିତବାସ ରାଉତରାୟ, ବିଶିଷ୍ଟ ଶିକ୍ଷାବିତ୍‌, ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃଷ୍ଣ ଚନ୍ଦ୍ର ଦଳାଇ ପ୍ରମୁଖ ଯୋଗଦେଇଥିଲେ ।

Related posts

ପଞ୍ଚଭୂତରେ ଲୀନ ହେଲେ ସାହିତ୍ୟିକ ସାତକଡି ହୋତାଙ୍କ ମରଶରୀର

mahabharatanews

ସୁପ୍ରିମକୋର୍ଟ ଗଲେ ବର୍ଷା

mahabharatanews

ହିନ୍ଦୋଳ ବନବିଭାଗ ପକ୍ଷରୁ ଆଜି ବିଶ୍ୱବନିକରଣ ଦିବସ ପାଳିତ

mahabharatanews