ଓଡିଶା

କୋଲକାତା Eastern Zonal କାଉନସିଲ ବୈଠକରେ ଭାଗ ନେବ ଓଡ଼ିଶା

ଭୁବନେଶ୍ୱର : ଆସନ୍ତା ନଭେମ୍ବର 5 ତାରିଖରେ କୋଲକାତା Eastern Zonal କାଉନସିଲ ବୈଠକରେ ଓଡ଼ିଶା ଭାଗ ନେବ | କୋଇଲା ଖୋଲା ସରିବା ପରେ ରାଜ୍ୟକୁ ଜମି ଫେରାବା କଥା ଉଠିବ | ଯେଉଁ ଜମିରେ ଲୁଣ ମରା ହେଉନି, ତାହା ରାଜ୍ୟକୁ ଫେରାଇବା କଥା ବି ଉଠିବ | ଆଗରୁ ସେ ଜମି କେନ୍ଦ୍ର ସରକାରଙ୍କୁ ଦିଆଯାଇଛି | ସେମାନେ ଫେରାଇବାକୁ କହୁଛନ୍ତି, ହେଲେ ଖର୍ଚ୍ଚ ଅଧିକ ପଡୁଛି | ଏଣୁ ସେ ସମ୍ପର୍କରେ ମଧ୍ୟ ଆଲୋଚନା ହେବ | ବହୁତ ବର୍ଷ ହେବ ଅନେକ ଜାତିଙ୍କୁ ଆଦିବାସୀ ମାନ୍ୟତା ଦେବା ପାଇଁ କେନ୍ଦ୍ର କହିଛି | ହେଲେ ଏ ଯାଏ ତାହା ହୋଇପାରିନାହିଁ | ଏହି ସବୁ ଏଜେଣ୍ଡା ଉଠାଇବ ଓଡ଼ିଶା |

Related posts

ସଡକ ଦୁର୍ଘଟଣାରେ ଯୁବକ ମୃତ୍ୟୁ

mahabharatanews

ରଥ ନିର୍ମାଣ କାର୍ଯ୍ୟରେ ବର୍ଷା ଯୋଗୁଁ କିଛି ପ୍ରଭାବ ପଡିବ ନାହଁ : ସେବାୟତ

mahabharatanews

ଆରମ୍ଭ ହେଲା ରାଜଧାନୀରେ ଆଦିବାସୀ ମେଳା

mahabharatanews