Uncategorized

ଜଏସର ବରିଷ୍ଠ ନେତାଙ୍କ ସହ ୨ ହାର୍ଡ କୋର କମାଣ୍ଡର ଠାବ

ଅବନ୍ତିପୁରା: ଶନିବାର ଦିନ ଜାମ୍ମୁ କାଶ୍ମୀରର ଫୁଲୱାମା ଜିଲ୍ଲା ଅନ୍ତର୍ଗତ ଅବନ୍ତିପୁରା ଠାରେ ପୁଲିସ ଓ ସୁରକ୍ଷା କର୍ମୀ ଜଏସ ଏ ମହମ୍ମଦର ଜଣେ ବରିଷ୍ଠ ସଦସ୍ୟ ଓ ଦୁଇ ହାର୍ଡ କୋର କମାଣ୍ଡରଙ୍କୁ ଘେରାବନ୍ଦି କରିଥିବା ସୂଚନା ରହିଛି । ଜଏସର ଜଣେ ବରିଷ୍ଠ ନେତା ସହ ୨ ହାର୍ଡ କୋର କମାଣ୍ଡର ଅବନ୍ତିପୁରାରେ ଲୁଚି ରହିଥିବା ସୂଚନା ପାଇ ସେଠାରେ ପହଁଚିବା ପରେ ଏନକାଉଣ୍ଟର ହୋଇଥିଲା । ଏନକାଉଣ୍ଟର ଚାଲିଛି ।

Related posts

କାଜିକୋଡେ ପରେ ମାଲାପୁରମରେ ବାର୍ଡ ଫ୍ଲୁ

mahabharatanews

ରାୟଗଡ ଜିଲ୍ଲା ତରଫରୁ ନୂଆବର୍ଷ ପାଳନ ସହ ଛାତ୍ରଛାତ୍ରୀଙ୍କୁ ଖାଦ୍ୟ ବଣ୍ଟନ

mahabharatanews

ଚାରିଧାମ ଯାତ୍ରା କରୁଥିବା ଶ୍ରଦ୍ଧାଳୁଙ୍କୁ ମିଳିବ ୧ ଲକ୍ଷ ଟଙ୍କା ଦୁର୍ଘଟଣା ବିମା

mahabharatanews