Uncategorized

ପିଏମ କେୟାର ଫଣ୍ଡକୁ ନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ପିଏମ କେୟାର ଫଣ୍ଡ ମାମଲାରେ କେନ୍ଦ୍ର ସରକାର ଏକ ସତ୍ୟପାଠ ଦାଖଲ କରିଛନ୍ତି। ସତ୍ୟପାଠରେ ଦର୍ଶାଯାଇଛି ଯେ, ଜାତୀୟ ତଥା ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି ଭଳି ରିଲିଫ୍ ତଥା ସହାୟତା କାର୍ଯ୍ୟ ନିମନ୍ତେ ସ୍ବେଚ୍ଛାକୃତ ଦାନ ଗ୍ରହଣ କରୁଥିବା ଏକ ପାଣ୍ଠି।
ସୂଚନାଯୋଗ୍ୟ, କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପିଏମ କେୟାର ଫଣ୍ଡ ନାମକ ଏକ ରିଲିଫ ପାଣ୍ଠି ଆରମ୍ଭ ହୋଇଛି। କିନ୍ତୁ ଏହାର ସ୍ୱଚ୍ଛତା ଏବଂ ମିଳୁଥିବା ଟଙ୍କାକୁ ନେଇ ବିରୋଧୀ ଦଳମାନେ ପ୍ରଶ୍ନ ଉଠାଇଥିବାବେଳେ ଏହି ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଖଲ ହୋଇଛି।

Related posts

ସତ୍ୟବାଦୀ ବିଜେଡିର ପ୍ରତିଷ୍ଠା ଦିବସରେ ଯୋଗଦେଲେ ପର୍ୟ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ

mahabharatanews

୬.୬୦ କୋଟି ବର୍ଷ ପୂର୍ବେ ଉଲକାପିଣ୍ଡ ଦୁର୍ଘଟଣାରେ ବହୁ କ୍ଷୟକ୍ଷତି ହୋଇଥିଲା

mahabharatanews

ୟୁକ୍ରେନ ବିମାନ ଦୁର୍ଘଟଣା ଅନ୍ତର୍ଜାତୀୟ କାର୍ଯ୍ୟ ନୁହେଁ: ମୋରିସନ

mahabharatanews