ଓଡିଶା

ପୋଖରୀ ଖୋଳା ବେଳେ ବିସ୍ଫୋରଣ

ରନଜୀକାନ୍ତ ପାତ୍ର/ ହିଞ୍ଜିଳି: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଧୀନ ବି ନୁଆଁ ପଲ୍ଲି ଗ୍ରାମରେ ଏକ ଅଘଟଣ ଘଟିଛି। ସକାଳୁ ସକାଳୁ ଏନ ଆର ଜି ଏସ କାମରେ ପୋଖରୀ ଖନନ କରୁଥିବା ବେଳେ ବିସ୍ଫୋରଣ ଘଟି ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସଂଗେ ସଂଗେ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ପୋଲସରା ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ବିସ୍ଫୋରଣର କାରଣ ଜଣାପଡିନାହିଁ। ପୋଲିସ ଘଟଣାର ଛାନବିନ ଆରମ୍ଭ କରିଛି ।

Related posts

ଡାକ୍ତର ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ

mahabharatanews

ପ୍ରକାଶ ପାଇଲା ଯୁକ୍ତ ତିନି ନାମ ଲେଖା

mahabharatanews

ଛଟ୍ ପୂଜା ପାଇଁ ସ୍ୱତନ୍ତ୍ର ଟ୍ରେନ୍

mahabharatanews