ଓଡିଶା

ବାଲୁକା କଳା ମାଧ୍ୟମରେ ବୀର ସହିଦ ଯବାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି

ଜୟନ୍ତ ସେଠୀ/ ଗୋପ: ଲଦାଖରେ ଭାରତର ଯବାନଙ୍କ ଉପରେ ଚୀନ ଆର୍ମି ଆକ୍ରମଣ କରିବାରୁ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଛନ୍ତି। ଚାଇନାର ଏହି କାର୍ୟ୍ୟ ଦେଶବାସୀଙ୍କୁ ଉତ୍ତେଜିତ କରିଥିବା ବେଳେ ବୀର ଯବାନଙ୍କ ବଳିଦାନକୁ ନେଇ ଦେଶରେ ଶୋକର ଛାୟା ଖେଳିଯାଇଛି। ତେବେ ବାଲୁକାକଳା ମାଧ୍ୟମରେ ବଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବୀର ସହିଦ ଯବାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସମସ୍ତ ଦେଶବାସୀ ଏହି ଜଟିଳ ସମୟରେ ଏକଜୁଟ ହୋଇ ଭାରତୀୟ ସେନା ଓ ସରକାରଙ୍କୁ ସହଯୋଗ କରିବାକୁ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଦେଶବାସୀଙ୍କୁ ବାଲୁକା କଳା ମାଧ୍ୟମରେ ଆହ୍ୱାନ ଦେଇଛନ୍ତି ।

Related posts

ପୋଲିସ ବାବୁଙ୍କ ସୁପର ଫିଟନେସ

mahabharatanews

କୋଣାର୍କ ଲୋକକଳା ଉତ୍ସବ ୨୦୨୦ ଉଦ୍ୟାପିତ

mahabharatanews

 ସ୍ୱାଧୀନତା ଦିବସରେ ନକ୍ସଲଙ୍କ ହିଂସା କାଣ୍ଡ ; ଆଖି ବୁଜିଲେ ୨ ଯବାନ  

mahabharatanews