ଭାରତ

ମହୁଆ ମୈତ୍ରଙ୍କ ଏକାଧିକ ସ୍ଥାନରେ ସିବିଆଇ ରେଡ୍  

(ଦିଲ୍ଲୀ) : ‘ଅର୍ଥ ବିନିମୟରେ ପ୍ରଶ୍ନ’ ଅଭିଯୋଗରେ ଟିଏମ୍‌ସି ସାଂସଦ ମହୁଆ ମୈତ୍ରଙ୍କ ସହ ଜଡ଼ିତ କୋଲକାତାର ଅନେକ ସ୍ଥାନରେ ଶନିବାର ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ) ଚଢ଼ାଉ କରୁଛି।

ସୂଚନାନୁଯାୟୀ , କେନ୍ଦ୍ରୀୟ ଏଜେନ୍ସି ମହୁଆ ମୈତ୍ରଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକରଣର କିଛିଦିନ ପରେ ଏହି ଚଢ଼ାଉ କରୁଛି। ଏପଟେ  ଲୋକପାଲ ସିବିଆଇକୁ ୬ ମାସର ତଦନ୍ତ ରିପୋର୍ଟ ମାଗିଛନ୍ତି। ତଦନ୍ତର ସ୍ଥିତି ସମ୍ପର୍କରେ ମାସିକ ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ କୁହାଯାଇଛି। ମିତ୍ରଙ୍କ ବିରୋଧରେ ହୋଇଥିବା ଅଭିଯୋଗର ସିବିଆଇର ପ୍ରାଥମିକ ତଦନ୍ତ ରିପୋର୍ଟ ପାଇବା ପରେ ଲୋକପାଳଙ୍କ ନିର୍ଦ୍ଦେଶରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଥିଲା।

Related posts

ସିସୋଦିଆଙ୍କ ଜାମିନ ଆବେଦନକୁ ଖାରଜ କଲେ ହାଇକୋର୍ଟ

mahabharatanews

‘ଭାରତ ବନ୍ଦ’: ନୋଏଡରେ ୧୪୪ ଧାରା ଲାଗୁ 

mahabharatanews

ନାମାଙ୍କନ ଭରିଲେ ରାହୁଲ ଗାନ୍ଧି 

mahabharatanews