Uncategorized

ସିନଜିଆଙ୍ଗ ଅଞ୍ଚଳରେ ସଂଖ୍ୟାଲଘୁଙ୍କ ମାନବାଧିକାର ଉଲଂଘନ ନେଇ ୟୁଏନର ଚେତାବନୀ

ନୂଆଦିଲ୍ଲୀ: ଚୀନର ସିନଜିଆଙ୍ଗ ଅଞ୍ଚଳରେ ସଂଖ୍ୟାଲଘୁଙ୍କ ଉପରେ ହେଉଛି ଅମାନବୀୟ ଅତ୍ୟାଚାର । ଚୀନ ସରକାର ସଂଘାଲଘୁ ଲୋକଙ୍କ ମାନବ ଅଧିକାର ଉଲଂଘନ କରିଛି । ଦାଦନ ଶ୍ରମିକ ଭାବେ ଅତ୍ୟାଚାର କରୁଛି ଚୀନ । ଏହାକୁ ନେଇ ୟୁ.ଏନ ଚୀନକୁ ଦେଇଛି ଚେତାବନୀ । ଆମେରିକା,ଜାପାନ, ଆଲବାନିଆ, ବୋସନିଆ, ୟୁଏଇର ଅଧିକାଂଶ ସଦସ୍ୟ ଦେଶ, କାନାଡା, ହାଇତି, ହୋଣ୍ଡୁରୁସ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ସମେତ ୩୯ଟି ଦେଶ ଦସ୍ତଖତ କରିଛନ୍ତି ଚୀନର ‘ସଂଖ୍ୟାଲଘୁ ଉହିଙ୍ଗର୍’ ମାନବାଧିକାର ଉଲଂଘନ’ ବିରୋଧରେ । ‘ସିନଜିଆଙ୍ଗ’ ପ୍ରଦେଶରେ ଏହି ଅତ୍ୟାଚାରକୁ ରୋକିବାଦିଗରେ,ମିଳିତ ଜାତିସଂଘର ଉଚ୍ଚାୟୁକ୍ତଙ୍କ ସମେତ ସ୍ୱାଧୀନ ପର୍ୟବେକ୍ଷକଙ୍କୁ ସେଠାରେ ପହଞ୍ଚାଇବା ସହ ତକ୍ରାଳ ଆବଶ୍ୟକୀୟ ସାହାଯ୍ୟ ଯୋଗାଇବାରେ ଅନୁମତି ପ୍ରଦାନ କରିବାକୁ ଦାବି କରାଯାଇଛି ।

Related posts

ଏକା ଘରୁ ବାହାରିବା ପଡିଲା ମହଙ୍ଗା: ଯୁବତୀଙ୍କୁ ଗୁଳି କରି ହତ୍ୟା

mahabharatanews

ମର୍ମନ୍ତୁଦ ସଡକ ଦୁର୍ଘଟଣା: ୧୩ ଜଣ ମୃତ

mahabharatanews

ତାଲିବାନ ଓ ପାକିସ୍ତାନ ମିଶି କରୁଛନ୍ତି ନୂଆ ଷଡ଼ଯନ୍ତ୍ର

mahabharatanews