ଓଡିଶା

୨ ଲକ୍ଷ ଟଙ୍କାର ଶାଗୁଆନ କାଠ ଜବତ

ଆଠଗଡ: ଅ।ଠଗଡ଼ ରେଞ୍ଜ ପାଟେଣିଗାଁ ପଟାସ ବଣ ନିକଟରୁ ଚୋରା ·ଲାଣ ବେଳେ ଏକ ଶାଗୁଆନ ବୋଝେଇ ମିନିଟ୍ରକ ଜବତ କରିଛି ବନବିଭାଗ । ପ୍ରାୟ୧୪୦ରୁ ଊଦ୍ଧ୍ୱର୍ ଖଣ୍ଡ ଶାଗୁଆନ ଗଣ୍ଡି ସହିତ ଏକ ମିନିଟ୍ରକକୁ ଜବତ କରିଛନ୍ତି ବନ କର୍ମ·ରୀ ଓ ରେଞ୍ଜର । ଏହାର ଆନୁୂମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଅ ।ଠଗଡ଼ ରେଞ୍ଜର ଆଇଶା ଅଖତରୀ ନିଶା ସୂଚନା ଦେଇଛନ୍ତି । ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ହୋଇଥିବା ଏହି ସ୍ୱତନ୍ତ୍ର ଚଢ଼ାଉରେ ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି ।

Related posts

୨୫ ଯାଏ ସମୁଦ୍ରକୁ ମନା

mahabharatanews

ନୂଆ ଆରଟିଆଇ ତଥ୍ୟ ସାମ୍ନାକୁ ଆସିବା ପରେ ଧରାପଡିଲା ପାଣ୍ଡିଆନଙ୍କ ଚାଲ୍

mahabharatanews

ପରଲୋକରେ ମନ୍ତ୍ରୀ ଭାଗବତ ମହାନ୍ତି

mahabharatanews