ଓଡିଶା

ସ୍କ୍ରବ୍ ଟାଇଫସ ଆତଙ୍କ; ସଂଖ୍ୟା ୪୩୦କୁ ବୃଦ୍ଧି

(ସୁନ୍ଦରଗଡ଼) : ରାଜ୍ୟରେ ଡେଙ୍ଗୁ ପରେ ସ୍କ୍ରବ୍ ଟାଇଫସ ରାଜ୍ୟରେ ଚିନ୍ତା ବଢ଼ାଇବାରେ ଲାଗିଛି । ଗୋଟିଏ ଦିନରେ ଜିଲ୍ଲାରେ ପୁଣି  ୧୪ ପଜିଟିଭ ଚିହ୍ନଟ ହୋଇଛନ୍ତି। ୯୯ ନମୂନରୁ ୧୪ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୪୩୦ରେ ପହଞ୍ଚିଛି। ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ , ଏହି ରୋଗ କୀଟ ଦଂଶନରୁ ହେଉଥିବାରୁ ଜଙ୍ଗଲ ତଥା ବିଲବାଡ଼ିକୁ ଯିବା ସମୟରେ ସମ୍ପୂର୍ଣ୍ଣ ଶରୀରକୁ ଘୋଡ଼ାଇ ରଖିବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି। ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ରାଉରକେଲା ସରକାରୀ ଡାକ୍ତରଖାନାରେ ଔଷଧ, ପରୀକ୍ଷା ବ୍ୟବସ୍ଥା ରହିଛି ।

Related posts

 ୫ଟି ସଚିବଙ୍କ ସମ୍ବଲପୁର ଗସ୍ତ 

mahabharatanews

ବିମାନବନ୍ଦର ଅଘଟଣ: ଠିକାଦାର ଦିଲ୍ଲୀପ ଅଟକ, ତଦନ୍ତ କରିବ ଉଚ୍ଚସ୍ତରୀୟ ବୈଷୟିକ ଟିମ

mahabharatanews

ଓଡ଼ିଶା ବନାଞ୍ଚଳ ଉନ୍ନୟନ ସଂଯୋଗୀକରଣ କାର୍ଯ୍ୟକ୍ରମରେ ଚାଷୀଙ୍କୁ ବିନା ମୂଲ୍ୟରେ ବିହନ ବଣ୍ଟନ

mahabharatanews