ଭାରତ

ଟ୍ରାନ୍ସଫର୍ମର ଫାଟି ୧୫ ମୃତ

(ଉତ୍ତରାଖଣ୍ଡ) : ଗୋଟିଏ ପଟେ ଲଗାତାର ବର୍ଷା ହେତୁ ଉତ୍ତରଭାରତରେ ବନ୍ୟା ବିପତି ଦେଖିବାକୁ ମିଳିଥିବା ବେଳେ ଏବେ ସାମ୍ନାକୁ ଆସିଛି ଏକ ଦୁଖଦଃ ଘଟଣା  । ଘଟଣାଟି ହେଉଛି ଟ୍ରାନ୍ସଫର୍ମର ଫାଟି ୧୫ ମୃତ୍ୟୁ । ଉତ୍ତରାଖଣ୍ତ ଚାମୋଲିରେ ଏପରି ଘଟଣା ଘଟିଛି । ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସେପଟେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ।  ଗଙ୍ଗେ ପ୍ରୋଜେକ୍ଟର କାମ ଚାଲୁଥିବା ବେଳେ ଏହି ଅଘଟଣା ଘଟିଛି । ଏହି ଘଟଣାର ନ୍ୟାୟିକା ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି । ସମସ୍ତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Related posts

ତେଲେଙ୍ଗାନାରେ ବନ୍ୟା ସ୍ଥିତି: ବୁଡିଗଲା ପୁରା ଗାଁ

mahabharatanews

ଦ୍ୱିତୀୟ ଥର ଲୋକସଭା ବଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍ ବିର୍ଲା

mahabharatanews

ଏକକ ନିର୍ବାଚନ ନେଇ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ

mahabharatanews