ଓଡିଶା

ନନ୍ଦନକାନନରେ ଘମାଘୋଟ ଲଢ଼େଇ

(ଭୁବନେଶ୍ୱର) ; ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଘମାଘୋଟ ଲଢ଼େଇରେ ଗୋଟିଏ ମାଈ ଗିବନ ଓ ଗୋଟିଏ ଅଣ୍ଡିରା ସମ୍ବର ଗୁରୁତର । ଜନ୍ତୁରକ୍ଷକମାନେ ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା କେନ୍ଦ୍ରରେ ରଖିଛନ୍ତି। ଚିକିତ୍ସା ପରେ କିନ୍ତୁ ସମ୍ବରଟିର ଅବସ୍ଥା ସାମାନ୍ୟ ଖରାପ ରହିଛି ।

ସୂଚନାନୁଯାୟୀ ,ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୫୯(କ) ଖୁଆଡ଼ରେ ରହୁଛନ୍ତି ମାଈ ଗିବନ ସାଲବିନି(୧୩) ଓ ଅଣ୍ଡିରା ଗିବନ ମୁନୁ(୧୧)। ସେହିଭଳି ୫୯(ଖ) ଖୁଆଡ଼ରେ ୬ ବର୍ଷର ରୋଜା, ୪ ବର୍ଷର କକର୍ଟି ଆଦିଙ୍କୁ ମିଶାଇ ମୋଟ ୪ଟି ହୁଲକ୍ ଗିବନ୍ ରହିଛନ୍ତି। ସେବେଠୁ ଖୁଆଡ଼ରେ ଖେଳକୁଦ କରି ହୁଲକ୍ ଗିବନମାନେ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲେ। ରକ୍ତସ୍ରାବ ବନ୍ଦ ହୋଇଛି। ଆଗକୁ ସେମାନଙ୍କୁ କିଭଳି ଏକାଠି ରଖାଯିବ, ସେନେଇ ନନ୍ଦନକାନନ କର୍ତ୍ତୃପକ୍ଷ ଚିନ୍ତାରେ ପଡ଼ିଛନ୍ତି।

Related posts

ଆହୁରି ବଢିବ ତାତି ,ଅସ୍ତବ୍ୟସ୍ତ ଜନଜୀବନ 

mahabharatanews

‘ମୁଁ ଗୋ ମାଂସ ଖାଇନି’ : କାମ୍ୟା

mahabharatanews

ବିଧାନସଭାରେ ଯାତ୍ରା ପେଣ୍ଡାଲର ଦୃଶ୍ୟକୁ ନେଇ ଚର୍ଚ୍ଚା : ଉଦବେଗ ପ୍ରକାଶ କଲେ ବାବୁ ସିଂ

mahabharatanews