Uncategorized

ଏନକାଉଣ୍ଟରେ ୨ ଆତଙ୍କବାଦୀ ନିହତ

(କାଶ୍ମୀର) : ପୁଲଓ୍ବାମାରେ ଭାରତୀୟ ସେନାକୁ ବଡ ଧରଣର ସଫଳତା ମିଳିଛି । ପୁଲଓ୍ବାମାର ମିତ୍ରିଗାମ୍‌ରେ ଭାରତୀୟ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିଲା । ଯେଉଁଥିରେ ୨ ଜଣ ଆତଙ୍କବାଦୀ ନିପାତ ହୋଇଥିବା ଜଣାପଡିଛି । ନିହତ ହୋଇଥିବା ୨ ଆତଙ୍କୀ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ସୂଚନାନୁସାରେ, ପୁଲଓ୍ବାମାର ମିତ୍ରିଗାମ୍‌ରେ ହୋଇଥିବା ଏନକାଉଣ୍ଟରରେ ନିହତ ହୋଇଥିବା ଦୁଇ ଆତଙ୍କବାଦୀ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ଏଜାଜ୍‌ ହାଫିଜ୍‌ ଏବଂ ସାହିଦ ଆୟୁବ । ସେମାନଙ୍କ ନିକଟରୁ ଦୁଇଟି ଏକେ-୪୭ ରାଇଫଲ୍‌ ମଧ୍ୟ ଜବତ ହୋଇଛି ।

Related posts

ଦେଶରେ କରୋନା ସଂକ୍ରମଣ ୩ ଲକ୍ଷ ୯୫ ହଜାର ୪୮ରେ ପହଞ୍ଚିଲା

mahabharatanews

ଏନପିଆର ବିରୋଧରେ ତାମିଲନାଡୁ ସରକାରର କଡା ଆଭିମୁଖ୍ୟ

mahabharatanews

ଦେଶରେ ୨୪ ଘଣ୍ଟାରେ୪୦ ଜଣଙ୍କ ମୃତ୍ୟୁ

mahabharatanews