ଓଡିଶା

ଓଡ଼ିଆ ଯବାନ ସଂଗ୍ରାମ ଜେନାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

(ହରପ୍ରସାଦ ବିଶୋଇ/ମହାଭାରତ)ଭୁବନେଶ୍ୱର: ଓଡ଼ିଆ ଯବାନ ସଂଗ୍ରାମ ଜେନାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରୟାଲ ଏନଫିଲଡ ଗାଡ଼ିରେ ଲାଗିଥିବା ୧୧ ଫୁଟ ଶିଢ଼ିରେ ୧୨୮ କିଲୋମିଟର ଅତିକ୍ରମ କରିଥିଲେ ସଂଗ୍ରାମ । ଇଣ୍ଡିଆନ ଆର୍ମିରେ କାର୍ୟ୍ୟରତ ସଂଗ୍ରାମଙ୍କ ଘର ଯାଜପୁର ଜିଲ୍ଲାରେ ଜ୍ଝ ସଂଗ୍ରାମ ଦୁଃସାହସିକ ଯାତ୍ରା କରି ବିଶ୍ୱ ରେକର୍ଡ଼ ସୃଷ୍ଟି କରିଥିଲେ ।ତେଣୁ ମୁଖ୍ୟମନ୍ତ୍ରୀ ଆଜି ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।

Related posts

ଏମ୍ଫୋଭ୍ୟାଲି ଥାନା ଅଧୀନରେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

mahabharatanews

ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ ମାଲକାନଗିରି ଜିଲ୍ଲା କଂଗ୍ରେସର ବିକ୍ଷୋଭ

mahabharatanews

ଜଳ ସଙ୍କଟ ଯୋଗୁଁ ସ୍ଥିତି ନସୁଧାରିଲେ ଆଗକୁ ମରୁଡ଼ିର ପଦଧ୍ୱନି ଦେଖିବାକୁ ମିଳିପାରେ

mahabharatanews