Uncategorized

ପେଜାବର ମଠ ପ୍ରମୁଖଙ୍କ ପରଲୋକ

(ମହାଭାରତ / ମଧୁସ୍ମିତା ତ୍ରିପାଠୀ): ରବିବାର ଦିନ କର୍ଣ୍ଣାଟକର ଉଡପି ସ୍ଥିତ ପେଜାବର ମଠ ପ୍ରମୁଖ ବିଶ୍ୱେସ ତୀର୍ଥ ସ୍ୱାମୀଙ୍କ ପରଲୋକ ହୋଇଯାଇଛି । କିଛି ଦିନ ହେବ ସେ ରୋଗାଗ୍ରସ୍ଥ ଥିଲେ । ତାଙ୍କୁ ଭେଣ୍ଟିଲେଟରରେ ରଖା ଯାଇଥିଲା ।
ରବିବାର କେଏମସି ହସ୍ପିଟାଲରୁ ବିଶ୍ୱେସ ସ୍ୱାମୀଙ୍କୁ ମଠକୁ ନିଆଯାଇଥିଲା ଓ ମଠରେ ତାଙ୍କ ମୃତ୍ୟୁ ହୋଇଥିଲା । ଉପଡି ବିଧାୟକ ବିଶ୍ୱେସ ସ୍ୱାମୀଙ୍କ ମୃତ୍ୟୁର ସୂଚନା ଦେଇଥିଲେ । ସ୍ୱାମୀଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ବ୍ୟକ୍ତ କରିଥିଲେ । ସ୍ୱାମୀଙ୍କଠାରୁ ଅନେକ କିଛି ଶିକ୍ଷାଲାଭ କରିଥିବା ମୋଦି କହିଥିଲେ । ସ୍ୱାମୀଙ୍କ ମୃତ୍ୟୁ ପରେ କର୍ଣ୍ଣାଟକ ସରକାର ଆଜି ଦିନି ଦିନିଆ ଶୋକ ଦିବସ ପାଳନ କରିବାକୁ ଘୋଷଣା କରିଛନ୍ତି । ଏହା ୨୯ ଡିସେମ୍ବରରୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ ।

Related posts

ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ଯାଦବପୁର ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ବିରୋଧ

mahabharatanews

କାଶ୍ମୀର, ଏଲଓସି ସ୍ଥିତିକୁ ନେଇ ଚୀନ ଓ ପାକିସ୍ତାନ ବୈଦେଶିକମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା

mahabharatanews

ମାର୍ଚ୍ଚ ୧୬ରେ ଆସ୍ଥା ଭୋଟ ପାଇଁ ବିଜେପି ଦାବି କରିପାରେ

mahabharatanews