ଓଡିଶା

ସୋନପୁର ମହାବିଦ୍ୟାଳୟର ୫୪ ତମ ବାର୍ଷିକୋତ୍ସବ -୨୦୨୦ ଉଦଘାଟିତ

(ସୁବର୍ଣ୍ଣପୁର): ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସୋନପୁର ମହାବିଦ୍ୟାଳୟର ୫୪ ତମ ବାର୍ଷିକୋତ୍ସବ -୨୦୨୦ ଉଦଘାଟିତ ହୋଇଯାଇଛି । ୨ ଦିନ ଧରି ହେବାକୁ ଥିବା ସମାରୋହର ଉଦଘାଟନୀ ଉତ୍ସବରେ ମାନ୍ୟବର ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୁଜାରୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥିଭାବେ ପ୍ରଖ୍ୟାତ ଚଳଚିତ୍ର ନିର୍ମାତା ସବ୍ୟସାଚୀ ମହାପାତ୍ର ଓ ହାସ୍ୟକବି ରସରାଜ ଅଚ୍ୟୁତ ପୁରୋହିତ ଯୋଗଦେଇ କାର୍ୟ୍ୟକ୍ରମକୁ ଉଦଘାଟନ କରିଥିଲେ । ପରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ବିଭିନ୍ନ କାର୍ୟ୍ୟକ୍ରମ ପରିବେଷିତ ହୋଇଥିଲା।

Related posts

ଜୈସ ଏ ମହମ୍ମଦ ଆକ୍ରମଣ ସୂଚନା ପରେ ସେନା ଆଲର୍ଟ

mahabharatanews

କଂଗ୍ରେସରୁ ଇସ୍ତଫା ଦେଲେ ବରିଷ୍ଠ ନେତା ବାପି ସର୍ଖେଲ

mahabharatanews

ତତଲା ଡାଲି ପଡି ସେବାୟତ ଗୁରୁତର 

mahabharatanews