ଓଡିଶା

ପ୍ରଜାପତି ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାଖାର ପଞ୍ଚମ ବାର୍ଷିକ ଉତ୍ସବ

ଗୋପ: ପୁରୀ ଜିଲ୍ଲା ଡେଲାଙ୍ଗ ରେଞ୍ଚ ସ୍ଥିତ ପ୍ରଜାପତି ବ୍ରହ୍ମକୁମାରୀ ଇଶ୍ୱରୀୟ ବିଦ୍ୟାଳୟ ଶାଖାର ପଞ୍ଚମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୁରୀ ନିମାପଡା କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ବୈରାଗୀ ଜେନା ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବକୁ ଉଦ୍ଘାଟନ କରି ଠାକୁରଙ୍କ ଉପରେ ଅଗାଢ ବିଶ୍ୱସ ରଖିଲେ ସୁଫଳ ନିଶ୍ଚିତ ମିଳିଥାଏ ବୋଲି ସେ କହିଥିଲେ । ଡେଲାଙ୍ଗ ଶାଖାର ବି କେ ବର୍ଷା ବାର୍ଷିକ ବିବରଣୀ ପାଠ କରିଥିଲେ । ବିକେ ସଞ୍ଜୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଭୁବନେଶ୍ୱର ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ଉପଖଣ୍ଡର ଅଧିକାରିଣି ବି କେ ଲୀନା, ବି କେ ଇନ୍ଦୁମତୀ, ବି କେ ମିତା, ବି କେ ସରୋଜ, ବିକେ ସରୋଜ, ବି କେ ମନୋରଞ୍ଜନ, ବି କେ ଶରତ, ବି କେ ମିହିର, ବି କେ ମିହିର ପ୍ରମୁଖ ଯୋଗଦେଇ ଶାନ୍ତିକୁ ଆଧାର କରି ନିଜର ମନ ଏକ କରିଲେ ଇଛା ଶନ୍ତି ପୂର୍ଣ୍ଣ ହୋଇ ପାରିବ ବୋଲି କହିଥିଲେ ।

Related posts

ଆସିବ ନୂଆ R&R ପଲିସି : ଏଣିକି ଜମିର କ୍ଷତିପୂରଣ ପାଇଁ ସରକାର ଦେବେ ଜମି

mahabharatanews

ଅଭିମନ୍ୟୁ ସାମନ୍ତ ସିଂହାର ଭବନରେ ବିସିଜେଡିର ବୈଠକ

mahabharatanews

ସର୍ଦ୍ଦାର ପଟେଲଙ୍କ ୧୫୦ ତମ ଜୟନ୍ତୀରେ ଭାଜପାର ଏକତା ପଦଯାତ୍ରା ଅନୁଷ୍ଠିତ

mahabharatanews