ଓଡିଶା

ପୁଲୱାମା ଆକ୍ରମଣର ପ୍ରଥମ ଶ୍ରାଦ୍ଧବାର୍ଷିକରେ କ୍ୟାଣ୍ଡଲ ଶୋଭାଯାତ୍ରା

କନ୍ଧମାଳ: ଗତବର୍ଷ ପୁଲମାଠାରେ ବୀର ଯବାନମାନଙ୍କ ଉପରେ ଅ·ନକ ଆତଙ୍କବାଦୀମାନଙ୍କ ଆକ୍ରମଣରେ ଟଳିପଡିଥିଲେ ୪୦ରୁ ଅଧିକ ବୀର ଯବାନ । ସହିଦ ଯବାନମାନଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକରେ ବାଲିଗୁଡା ମହାବୀର ଜିମ, ରୟାଲ ପୂଜାକମିଟି ତରଫରୁ ଆଜି ବୀର ଯବାନ ସ୍ମୃତି ଉଦେଶ୍ୟରେ ଏକ କ୍ୟାଣ୍ଡଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଶୋଭାଯାତ୍ରା ସୁନାପାଙ୍ଗା, ପିଡବ୍ୁ୍ଳଡି ଛକ, ନେହୁରୁଛକ ଦେଇ ବସଷ୍ଟାଣ୍ଡ, ନୂଆଁସାହି ପଯ୍ୟନ୍ତ ଯାଇଥିଲା ।ଏହି ଶୋଭାଯାତ୍ରାରେ ସହିଦ ଯବାନ ଅମର ରହେ, ଭାରତମାତାକି ଜୟ ସହିତ ଆତଙ୍କବାଦୀଙ୍କ ହମଲାକୁ ନିନ୍ଦା କରାଯାଇଥିଲା । ଏହି ଶୋଭାଯାତ୍ରାରେ ହିନ୍ଦୁପୁତ୍ର ସଂଗଠନର ରାଜ୍ୟ ସଭାପତି ସୁରେଶ ପତି ଯୋଗଦାନ କରିଥିବା ଦେଖିବାକୁ ମିଳିଥିଲା ।

Related posts

ଭରତପୁର ରିଜର୍ଭ ଜଙ୍ଗଲକୁ ଫେରିଗଲେ ଦୁଇ ଦନ୍ତା; ଖୋଲିଲା ଶିଖରଚଣ୍ଡୀ ମନ୍ଦିର

mahabharatanews

ବସ ଚଳାଚଳ ପାଇଁ ଜାରି ହେବ ଗାଇଡଲାଇନ:ମନ୍ତ୍ରୀ

mahabharatanews

 ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବଢିବ ତାପମାତ୍ରା

mahabharatanews