ଓଡିଶା

ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ପକ୍ଷରୁ ଆନ୍ଦୋଳନ

ମହାଭାରତ, ସୋନପୁର: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ସୁବର୍ଣ୍ଣପୁର ଜିଲ୍ଳା ଶାଖା ପକ୍ଷରୁ ଏକ ଆନ୍ଦୋଳନ କରାଯାଇଛି । ସଂଘର କର୍ମକର୍ତ୍ତା ଶିକ୍ଷକମାନେ ବିଭିନ୍ନ ଦାବି ନେଇ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ବିଶେଷକରି ମହଂଗା ଭତ୍ତା ଜାନୁୟାରୀ ୨୦୧୯ ପରିବର୍ତ୍ତେ ଜୁଲାଇ ପହିଲାରୁ ଲାଗୁ କରିବା, ସପ୍ତମ ବେତନ ପ୍ରଦାନରୁ ବାକିଥିବା ୫୦ ପ୍ରତିଶତ ବକେୟା ତୁରନ୍ତ ପ୍ରଦାନ ଭଲି ୧୧ ଗୋଟି ପ୍ରମୁଖ ଦାବି ରହିଛି । ଶିଘ୍ର ଦାବି ପୂରଣ ନ ହେଲେ ଆଗକୁ ଯୋରଦାର ଆନ୍ଦେଳନ କରିବାକୁ ସଂଘ ପକ୍ଷରୁ ଧମକ ଦିଆଯାଇଛି ।

Related posts

ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକ ପରିଦର୍ଶନ କଲେ ଜିଲ୍ଲା ଗ୍ରାମୋନ୍ନୟନ ନିର୍ଦ୍ଦେଶକ

mahabharatanews

୨୫୦ରୁ ଉଦ୍ଧ୍ୱର୍ ନକ୍ସଲ ସମର୍ଥକଙ୍କ ଆତ୍ମସମର୍ପଣ

mahabharatanews

ବ୍ଲକ ଅଧ୍ୟକ୍ଷଙ୍କ ବଦାନ୍ୟତା, ସହସ୍ରାଧିକ ବୃଦ୍ଧବୃଦ୍ଧାଙ୍କୁ ବାଣ୍ଟିଲେ ଛତା ଚପଲ

mahabharatanews