ଅପରାଧ

ସମ୍ମାନିତ ହେଲେ ବିଷ୍ଣୁ ମିଶ୍ର

(ଆଦର୍ଶ ରାଉତ)ରିପୋର୍ଟସଟୁଡେ: ଭୁବନେଶ୍ୱରସ୍ଥିତ ନୟାପଲ୍ଲୀ ଅଞ୍ଚଳରେ ୨୦୧୩ ଜୁନ ମାସରେ ଘଟିଲା ଅଭାବନୀୟ ଘଟଣା । ନିଜ ସ୍ତ୍ରୀକୁ ୩୦୦ ଖଣ୍ଡ କରି କାଟି ଟିଫିନ୍‌ରେ ରଖିବା ମାମଲାରେ ଅଭିଯୁକ୍ତ ସ୍ୱାମୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ସୋମନାଥ ପରିଡ଼ାଙ୍କୁ ସଜା। ଦୋଷୀ ସ୍ୱାମୀ ସୋମନାଥ ପରିଡ଼ାଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଜଜ୍। ଏହି ଘଯଣାରେ ଦୋଷୀକୁ ସାଜା ଘୋଷଣା ହେଲା ପରେ ଆଜି ପୋଲିସ କମିସନର ସୁଧାଷୁ ଷଢଙ୍ଗୀ ଏହି କେସର ଆଇ ଓ ସେତେବେଳେର ନାୟାପଲ୍ଲୀ ଥାନା ଏ ସି ପି ତଥା ବର୍ତ୍ତମାନର ଅତିରିକ୍ତ ଏସ ପି , ପାରାଦ୍ୱୀପ ବିଷ୍ଣୁ ମିଶ୍ର ଓ ସରକାରୀ ଓକିଲ ଶରତ ଚନ୍ଦ୍ର ସାମନ୍ତଙ୍କୁ ନିଜ କାର୍ଯ୍ୟ ପାଇଁ ସମ୍ମାନିତ କରାଯାଇଛି ।

Related posts

ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ବନ୍ଧା ହେଲେ କୋଟିପତି କିରାଣୀ

mahabharatanews

ଘରବାରି ପଟ୍ଟା କରାଇଦେବା ନାରେ ୬ହଜାର ଲାଞ୍ଚ ନେବା ପଡିଲା ମହାଙ୍ଗା

mahabharatanews

ଓଡିଶା କମ୍ପ୍ୟୁଟର ଏକାଡେମି ସେଣ୍ଟର (ଓସିଏସି) ସିଇଓଙ୍କ ହ୍ୱାଟ୍ସଆପ୍ ନମ୍ବର ହ୍ୟାକ୍

mahabharatanews