ଓଡିଶା

୭୦ବର୍ଷ ପୁରୁଣା ହ୍ରଦ

(ମହାଭାରତ): ଭାରତର କେତେକ ସ୍ଥାନରେ ଏଭଳି ରହସ୍ୟ ରହିଛି ଯାହା ଏବେ ବି ବୈଜ୍ଞାନିକଙ୍କୁ ଅଜଣା । ଏପରି ଏକ ହ୍ରଦ ମହାରାଷ୍ଟ୍ରରେ ରହିଛି । ଏହାର ଉତ୍ପତ୍ତି ୫ଲକ୍ଷ ୭୦ ହଜାର ବର୍ଷ ତଳେ ଉଲକା ପିଣ୍ଡ ଯୋଗୁ ପରୀକ୍ଷା ନୀରକ୍ଷା କରାଯାଇ ଏହା ଆକଳନ କରାଯାଉଛି । ଏହି ହ୍ରଦ ରାମାୟଣ ମହାଭାରତ ଯୁଗରେ ମଧ୍ୟ ରହିଥିଲା ବୋଲି କୁହାଯାଇଛି । ୨୦୧୦ ପୂର୍ବରୁ ଏହା ୫୨ହଜାର ବର୍ଷ ପୁରୁଣା ବୋଲି ଅନୁମାନ କରାଯାଉଥିଲା । ଏଭଳି ହ୍ରଦ ମଙ୍ଗଳ ଗ୍ରହର ହ୍ରଦର ଗୁଣ ସହିତ ମେଳ ଖାଇବ ବୋଲି ନାସା କହିଛି । ଏହା ଆଗ୍ନେୟଗିରି ଯୋଗୁଁ ସୃଷ୍ଟି ହୋଇଥିବାର ଅନୁମାନ କରାଯାଉଥିଲା । ତେବେ ଏହାର ଗଭୀରତା ୧୫୦ ମିଟର ହୋଇଥିବାରୁ ହ୍ରଦଟି ଉଲକା ପିଣ୍ଡର ସନ୍ଧାନ ବର୍ତ୍ତମାନ ସୁଦ୍ଧା ମିଳି ପାରିନାହିଁ ।

Related posts

ଚୋରା ଗଞ୍ଜେଇ ଚାଲଣ ବେଳେ ଜଣେ ଗିରଫ

mahabharatanews

ଆଗକୁ ବଢିବ ସଂକ୍ରମଣ, ଆମେ ପ୍ରସ୍ତୁତ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

mahabharatanews

ସିକ୍ୟୁରୀଟି ଗାର୍ଡଙ୍କ ସନ୍ଦେହଜନକ ମୃ..

mahabharatanews