ଓଡିଶା

ମଶାବତୀ ଧୁଆଁରେ ୬ ଛାତ୍ରୀ ଅସୁସ୍ଥ

(ମହାଭାରତ, ନିଆଳି): କଟକ ଜିଲ୍ଲା ଅଡଶପୁର ଉଦୟନାଥ କଲେଜ ହଷ୍ଟେଲରେ ମଶାବତୀ ଧୁଆଁ ପ୍ରଭାବରେ ୬ ଜଣ ଛାତ୍ରୀ ଅସୁସ୍ଥ ହୋଇଛନ୍ତି । ତୁରନ୍ତ ଅସୁସ୍ଥ ଛାତ୍ରୀମାନଙ୍କୁ ଅଡଶପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଜଣେ ଛାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଅନ୍ୟ ଜଣକ ଚିକିତ୍ସା ଅଡଶପୁର ମେଡିକାଲରେ ଚାଲିଥିବା ବେଳେ ୪ ଜଣ ସୁସ୍ଥ ଅନୁଭବ କରିବାରୁ ସେମାନଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଛି ।

Related posts

ଏସସିବିରେ ବିଧାୟକ ପ୍ରଶାନ୍ତ ଜଗଦେବ

mahabharatanews

ଜାନୁଆରୀ ୫ରେ ପ୍ରକାଶ ପାଇବ ଭୋଟର ତାଲିକା 

mahabharatanews

ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା

mahabharatanews