ଓଡିଶା

ତହସିଲଦାରଙ୍କ ଅଚାନକ ଚଢଉ ବାଲି ବୋଝେଇ ଟ୍ରାକ୍ଟର ଜବତ

(ବରୀ/ଯାଜପୁର): ଆଜି ବରୀ ତହସିଲଦାର ସରୋଜ କାନ୍ତ ନାୟକ ଅଚାନକ ଚଢାଉ କରି ଏକ ବାଲି ବାଲି ବୋଝେଇ କରୁଥିବା ଟ୍ରାକ୍ଟର କୁ ଜବତ କରିଥିବା ବେଳେ ଉକ୍ତ ଚାଳକ ଠାରୁ ଜୋରିମାନା ଆଦାୟ କରିଥିବା ଜଣାପଡିଛି। ସୂଚନା ଅନୁସାରେ ଟ୍ରାକ୍ଟର କେବଳ ଚାଷ କାମରେ ବ୍ୟବହାର ପାଇଁ ସରକାର ଙ୍କ ତରଫରୁ ନିୟମ କରାଯାଇଥିବା ବେଳେ ବରୀ ରେ କିଛି ଟ୍ରାକ୍ଟର ବିଳମ୍ବିତ ରାତିରେ ଘାଟ ରୁ ଚୋରା ରେ ବାଲି ଉଠେଇ ବିକ୍ରି କରୁଥିବା ସୂଚନା ପାଇଁ ବରୀ ତହସିଲଦାର ଅଚାନକ ଚଢ଼ାଉ କରିଥିଲେ।

Related posts

ମାନସିକ ପୁରଣ ହେବା ପରେ ମୁଣ୍ଡନ ହୋଇ ଓ ଅମୃତଭୋଗ ଅର୍ପଣ କରୁଛନ୍ତି ଭକ୍ତ       

mahabharatanews

ନନ୍ଦନକାନନରେ ଜନ୍ମ ନେଲା ଦୁଇମୁଣ୍ଡିଆ ବିରଳ କଇଁଛ

mahabharatanews

୧୨ ଘଣ୍ଟିଆ  ବନ୍ଦ ପାଳନ 

mahabharatanews