ଓଡିଶା

କାଳବୈଶାଖୀରେ ଭାଙ୍ଗିଲା ଘର କାନ୍ଥ

(ସନ୍ତୋଷ କୁମାର ଲମ୍ବାଟା/ରାୟଗଡା): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦରମହକୁମା ଠାରେ ଥିବା ବଡଦୌର ସାହିରେ କାଳ ବୈଶାଖୀ ପ୍ରଭାବ ରେ ନିଲାମା ମହାନନ୍ଦିଆଙ୍କ ଘର ର କାନ୍ଥ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡିଛି । ଏହି ନିରିହ ଗରିବ ପରିବାର କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ବାସୀ ଦାବୀ କରିଛନ୍ତି । ଗୋଟେ ପଟେ କରୋନା ପାଇଁ ସରକାର ସମସ୍ତଙ୍କୁ ଘରେ ରହିବାକୁ ଅନୁରୋଧ କରୁଥିବା ବେଳେ କାନ୍ଥ ଭାଙ୍ଗି ପଡିବାରୁ ନିଲାମା ଏବେ ବେସାହାର ହୋଇ ପଡିଛନ୍ତି ।

Related posts

ଆର୍ମି ହସ୍ପିଟାଲରେ ୨୪ ଜଣ କରୋନ। ଆକ୍ରାନ୍ତ

mahabharatanews

ବିଦ୍ୟୁତ୍ ଉପଭୋକ୍ତାଙ୍କୁ ବଡ଼ ଆଶ୍ଵସ୍ତି, ସରକାର ଲଗାଇବେ ସ୍ମାର୍ଟ ମିଟର

mahabharatanews

ଆଦିବାସୀ ବସ୍ତିରେ ନୂଆବର୍ଷ,ଶୀତବସ୍ତ୍ର ବାଣ୍ଟିଲେ ସମାଜସେବୀ

mahabharatanews