ଓଡିଶା

ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ ସାନିଟାଇଜେସନ

ଭୁବନେଶ୍ୱର: ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ଆଉ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇନଥିଲେ ମଧ୍ୟ ରାଜଧାନୀ ରେଡ ଜୋନରେ ରହିଛି । ଏଥିସହ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନକୁ ପର୍ଯ୍ୟାୟକ୍ରମେ ସାନିଟାଇଜେସନ କରାଯାଉଛି । ଆଜି ସକାଳୁ ବିଏମ୍ସି ଦ୍ୱାରା ପୁରୁଣା ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ରବିଟକିଜ, କେଦାରଗୌରୀ ଅଂଚଳରେ ସାନିଟାଇଜେସନ କରାଯାଇଛି । ଦମକଳ ବାହିନୀର କର୍ମକର୍ତ୍ତାମାନେ ଏହି ସାନିଟାଇଜେସନ କାର୍ଯ୍ୟରେ ନିୟୋଜିତ ହୋଇଥିଲେ ।

Related posts

ମୁଖ୍ୟମନ୍ତ୍ରୀ ବୁଲି ଦେଖିଲେ ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ

mahabharatanews

ବିଧାୟକଙ୍କ କରକମଳରେ ଉଦ୍ଘାଟିତ ହେଲା ବିଭିନ୍ନ ପ୍ରକଳ୍ପ

mahabharatanews

ଅଧୀରଙ୍କ ମନ୍ତବ୍ୟ ନେଇ ସଂସଦରେ ହଙ୍ଗାମା

mahabharatanews