Uncategorized

ବାୟୁସେନାରେ ତେଜସର ଦ୍ୱିତୀୟ ସ୍କ୍ୱାର୍ଡନ ସାମିଲ

ନୂଆଦିଲ୍ଲୀ: ଆଜି ଭାରତୀୟ ବାୟୁସେନାରେ ଯୁଦ୍ଧ ବିମାନ ତେଜସର ଦ୍ୱିତୀୟ ସ୍କ୍ୱାର୍ଡନ ସାମିଲ ହୋଇଛି । ତାମିଲନାଡୁର କୋଏମ୍ବାଟୁର ନିକଟ ସୁଲୁର ବାୟୁସେନା ଷ୍ଟେସନରେ ଭାରତୀୟ ବାୟୁସେନାର ୧୮ ତମ ସ୍କ୍ୱାର୍ଡନକୁ ନିୟୋଜିତ କରାଯାଇଛି । ସେହିଭଳି ବୁଧବାର ସକାଳେ ଭାରତୀୟ ବାୟୁସେନା ମୁଖ୍ୟ ଆର.କେ.ଏସ୍ ଭଦୋରିଆ ତେଜସ ବିମାନରେ ବସି ଉଡାଣ ମଧ୍ୟ ଭରିଛନ୍ତି । ଏୟାର ଚିଫ୍ ମାର୍ଶଲ ଆର.କେ.ଏସ୍ ଭଦୋରିଆ ତାମିଲନାଡୁ ବାୟୁସେନା ଷ୍ଟେସନ ସୁଲୁରରୁ ଏକ ସିଟ୍ ବିଶିଷ୍ଟ ତେଜସ୍ ବିମାନ ଉଡ଼ାଇଥିଲେ।

Related posts

ନରେଲା ଶିଳ୍ପାଞ୍ଚଳ ଜୋତା କାରଖାନାରେ ଅଗ୍ନିକାଣ୍ଡ

mahabharatanews

ଦେଶରେ ୨୪ ଘଣ୍ଟାରେ ୧,୨୬୦ ନୂତନ ଆକ୍ରାନ୍ତ ଚିହ୍ନଟ

mahabharatanews

ବରିଷ୍ଠ ଆରଏସଏସ ପ୍ରଚାରକ ପି ପରମେଶ୍ୱରମଙ୍କ ପରଲୋକ

mahabharatanews