ଓଡିଶା

ବିଜୁଳି ପଡି ଗଛମୂଳେ ଆଶ୍ରୟ ନେଇଥିବା ୯ ବଦଳ ମୃତ

ବଲାଙ୍ଗୀର : ବଲାଙ୍ଗୀର ଜିଲା ଟିଟିଲାଗଡ଼ ତଥା ସଇନ୍ତଲା ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ ଘଡଘଡି ବିଜୁଳି ସହ ବର୍ଷା ହୋଇଛି । ଏହି ବର୍ଷା ସମୟରେ ହୋଇଥିବା ବିଜୁଳି ମାଡରେ ୯ ବଦଳଙ୍କ ମୃତ୍ୟୁ ହୋଇଛି । ଅପରାହ୍ନରେ ପ୍ରବଳ ବର୍ଷା ସହ ପବନ କହିଥିଲା । ସଇନ୍ତଲା ଥାନା ଅଧୀନ ବଡମାଲ ରେଳ ଷ୍ଟେସନ ସମ୍ମୁଖରେ ଏକ ଗଛ ତଳେ ବର୍ଷାରୁ ରକ୍ଷା ପାଇବା ପାଇଁ ୯ ଟି ବଳଦ ଆଶ୍ରୟ ନେଇଥିଲେ । କିନ୍ତୁ ବିଜୁଳି ମାରିବାରୁ ସମସ୍ତ ୯ଟି ଜାକ ବଳଦ ମୃତ୍ୟୁବରଣ କରିଛନ୍ତି । ପ୍ରବଳ ବର୍ଷା ଯୋଗୁଁ ଵଡମାଲ ଟିଟିଲାଗଡ଼ ରାସ୍ତା ଉପରେ ଅନେକ ସ୍ଥାନରେ ବନ୍ୟା ପରିସ୍ତିତି ଦେଖାଯାଇଥିଲା। ପବନରେ ବହୁ ଗଛ ମଧ୍ୟ ଭାଙ୍ଗି ପଡିଛି ।

Related posts

ଜାତୀୟ କୃଷି ଶିକ୍ଷା ଦିବସ ପାଳିତ

mahabharatanews

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୁଚିଣ୍ଡା ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କ ଘରେ ଭିଜିଲାନ୍ସର ରେଡ

mahabharatanews

କୋର୍ଟରେ ହାଜର ହେଲା ଅଭିଯୁକ୍ତ ଗୋପାଳ ଦାସ

mahabharatanews